ସ୍ୱସ୍ତିକ ଇଣ୍ଡିଆର ପୂର୍ବତନ ନିଦ୍ଦେର୍ଶକ ରଞ୍ଜନ ଦାସ ପୁଣି ଗିରଫ

ଭୁବନେଶ୍ୱର: ଫଟୋ ସାମ୍ୱାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସ୍ୱସ୍ତିକ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରଞ୍ଜନ ଦାସ। ସିବିଆଇ ରେଡର ସୂଚନା ପାଇ ଭୁବନେଶ୍ୱର ବଡ଼ଗଡସ୍ଥିତ ରଂଜନ ଦାସଙ୍କ ବାସଭବନରେ ଆଜି ପହଞ୍ଚିଥିଲେ କିଛି ଫଟୋ ସାମ୍ୱାଦିକ। ତେବେ ରଞ୍ଜନ ତାଙ୍କ ଅନ୍ୟ କିଛି ସହଯୋଗୀଙ୍କ ସହ ଫଟୋ ସାମ୍ୱାଦିକ ଜୀତେନ୍ଦ୍ର ମହାନ୍ତିଙ୍କୁ ବଳପୂର୍ବକ ଘର ଭିତରକୁ ନେଇଯାଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବଡଗଡ ଥାନାରେ ଫଟୋ ସାମ୍ୱାଦିକମାନେ ମିଳିତ ଭାବେ ଲିଖିତ […]

rann

rann

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 02:31 PM IST

Sports

Latest News

ଭୁବନେଶ୍ୱର: ଫଟୋ ସାମ୍ୱାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସ୍ୱସ୍ତିକ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରଞ୍ଜନ ଦାସ। ସିବିଆଇ ରେଡର ସୂଚନା ପାଇ ଭୁବନେଶ୍ୱର ବଡ଼ଗଡସ୍ଥିତ ରଂଜନ ଦାସଙ୍କ ବାସଭବନରେ ଆଜି ପହଞ୍ଚିଥିଲେ କିଛି ଫଟୋ ସାମ୍ୱାଦିକ। ତେବେ ରଞ୍ଜନ ତାଙ୍କ ଅନ୍ୟ କିଛି ସହଯୋଗୀଙ୍କ ସହ ଫଟୋ ସାମ୍ୱାଦିକ ଜୀତେନ୍ଦ୍ର ମହାନ୍ତିଙ୍କୁ ବଳପୂର୍ବକ ଘର ଭିତରକୁ ନେଇଯାଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବଡଗଡ ଥାନାରେ ଫଟୋ ସାମ୍ୱାଦିକମାନେ ମିଳିତ ଭାବେ ଲିଖିତ ଅଭିଯୋଗ କରିଥିଲେ। ଏଇ ଘଟଣା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଧରିତ୍ରୀ ସଂପାଦକ ତଥାଗତ ଶତପଥୀ କହିଛନ୍ତି ଯେ, ସାମ୍ବାଦିକଙ୍କୁ ଏହିପରି ମାଡ ମରାଯିବା ଅତ୍ୟନ୍ତ ଦୁଭାଗ୍ୟଜନକ ବିଷୟ।ଏହାଉପରେ ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାଦରକାର ବୋଲି ସେ କହିଛନ୍ତି।

ସମୟର ପରିଚାଳନା ସଂପାଦକ ରଂଜୀବ ବିଶ୍ୱାଳ କହିଛନ୍ତି ଯେ, ଜଣେ ବେଲରେ ଆସି ଏହି କାମ କରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ। ଏହାକୁ ଦୃଢ ନିନ୍ଦା କରାଯିବା ଉଚିତ ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି। ଏହାସହ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସଂପାଦକ ସମାହିତ ବଳଙ୍କ ସହ ଅନ୍ୟ ବରିଷ୍ଠ ସାମ୍ୱାଦିକ ବଡଗଡ଼ ଥାନାରେ ପହଞ୍ଚିଥିଲେ ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତେ ସାମ୍ୱାଦିକଙ୍କୁ ମାଡ ମରା ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ତେବେ ତଦନ୍ତ ପରେ ରଂଜନଙ୍କୁ ଗିରଫ କରିଛି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story