ରାୟଗଡା: ସ୍ୱାଧୀନତାର ୬୯ ବର୍ଷ ପରେ ସଂଯୋଗ ହେଲା ବିଜୁଳି

ରାୟଗଡା: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାରସାଲିରେ ସ୍ୱାଧୀନତାର ୬୯ ବର୍ଷ ପରେ ଗତକାଲି ବିଦ୍ୟୁତ ସଂଯୋଗ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସତ୍ତ୍ୱେ ରାୟଗଡା ଜିଲ୍ଲାପାଳ  ଜଗନ୍ନାଥ ମହାନ୍ତି ପାରସାଲି ଯାଇ ବିଦ୍ୟୁତ ସଂଯୋଗର ଶୁଭ ଉଦଘାଟନ କରିଥିଲେ। ନିୟମଗିରି ଅଞ୍ଚଳରେ ଆସୁଛି ପରସପାଲି। ଏଠାରେ ବସବାସ ଡଙ୍ଗରିଆ କନ୍ଧମାନେ କରୁଛନ୍ତି ।

rayagada

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 04:05 AM IST

Related story