ଶ୍ୱେତା କରିଥିଲେ ୨ ଲକ୍ଷ ୩୦ ହଜାର ଲୋନ୍‌, ଜାଣି ନ ଥିଲା ପରିବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଲ ଚାକିରିକୁ ମୋଟା ଅଙ୍କର ବେତନ । ବିନ୍ଦାସ ଲାଇଫ ବଞ୍ଚୁଥିଲେ ଲେଡି ଇଞ୍ଜିନିୟର ଶ୍ୱେତା ଉତ୍କଳ ଭାରତୀ । ଏହାସତ୍ତ୍ୱେ ସେ କରିଥିଲେ ୨ ଲକ୍ଷ ୩୦ ହଜାର ଟଙ୍କାର ଲୋନ୍‌। ଏ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନ ଥିଲେ। ଏତେ ଅୟସ ଆରାମରେ ବଞ୍ଚୁଥିବା ଜଣେ ଯୁବତୀଙ୍କର ଲୋନ୍‌ କରିବାର ଆବଶ୍ୟକତା କ’ଣ ପଡ଼ିଲା ତାହାକୁ ଏବେ ଘାଣ୍ଟୁଛି ପୁଲିସ୍‌। ଲେଡି ଇଞ୍ଜିନିୟର ଶ୍ୱେତା ଉତ୍କଳ ଭାରତୀଙ୍କ ଆତ୍ମହତ୍ୟା […]

Sweta

Sweta

Niharika Rout
  • Published: Saturday, 27 August 2022
  • Updated: 27 August 2022, 01:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଲ ଚାକିରିକୁ ମୋଟା ଅଙ୍କର ବେତନ । ବିନ୍ଦାସ ଲାଇଫ ବଞ୍ଚୁଥିଲେ ଲେଡି ଇଞ୍ଜିନିୟର ଶ୍ୱେତା ଉତ୍କଳ ଭାରତୀ । ଏହାସତ୍ତ୍ୱେ ସେ କରିଥିଲେ ୨ ଲକ୍ଷ ୩୦ ହଜାର ଟଙ୍କାର ଲୋନ୍‌। ଏ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନ ଥିଲେ। ଏତେ ଅୟସ ଆରାମରେ ବଞ୍ଚୁଥିବା ଜଣେ ଯୁବତୀଙ୍କର ଲୋନ୍‌ କରିବାର ଆବଶ୍ୟକତା କ’ଣ ପଡ଼ିଲା ତାହାକୁ ଏବେ ଘାଣ୍ଟୁଛି ପୁଲିସ୍‌।

ଲେଡି ଇଞ୍ଜିନିୟର ଶ୍ୱେତା ଉତ୍କଳ ଭାରତୀଙ୍କ ଆତ୍ମହତ୍ୟା ପରଠୁ ଏହି ଘଟଣା ଦିନକୁ ଦିନ ସୁତା ଖିଅ ପରି ଅଡ଼ୁଆ ହେବାରେ ଲାଗିଛି। ପୂର୍ବରୁ ଶ୍ୱେତାଙ୍କ ହ୍ୱାଟ୍ସ ଆପ୍‌ ଚାଟ୍‌ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମନାକୁ ଆସିଛି। ମୃତ୍ୟ ପୂର୍ବରୁ ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ । ହେଲେ ଏହାର ଟେର୍‌ ପାଇପାରି ନ ଥିଲେ ଶ୍ୱେତାଙ୍କ ପରିବାର ଲୋକେ ।  ତେବେ ଏତେ ଟଙ୍କା କ’ଣ ପାଇଁ ଲୋନ୍‌ କରିଥିଲେ, ତାକୁ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦେଇଛନ୍ତି ନା ଆଉ କେଉଁଠି ବିନିଯୋଗ କରିଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

ବୟଫ୍ରେଣ୍ଡ ସୌମ୍ୟଙ୍କୁ ଶ୍ୱେତା ଟଙ୍କା ଦେଇଥିବାର ଚାଟ୍ ସାମନାକୁ ଆସିବା ପରେ ଏବେ ଋଣ କରିଥିବା ମାମଲା ରହସ୍ୟକୁ ଆହୁରି ବଢାଇଛି । ପୂର୍ବରୁ ଶ୍ୱେତା-ସୌମ୍ୟଜିତଙ୍କ ଚାଟ୍‌ରେ ଟଙ୍କା ସଂପର୍କରେ ଉଲ୍ଲେଖ ରହିଛି । ସେହିପରି ଲୋନ୍‌ ଆଣିବା ସମୟରେ ଜବଲେସ୍ ହୋଇଯାଇଥିବା ସୌମ୍ୟ  ଶ୍ୱେତାଙ୍କ ସହ ରହୁଥିଲେ ।  ଏଣୁ ସେହି ସମୟରେ ଶ୍ୱେତା ଏହି ଲୋନ କରିବା ସନ୍ଦେହ ବଢାଇଛି।

ପୂର୍ବରୁ ସାମନାକୁ ଆସିଥିବା ଚାଟ୍‌ରେ ସୌମ୍ୟଜିତଙ୍କ ମା’ଙ୍କ ସହିତ ଶ୍ୱେତା ଚାଟ୍ କରି ଟଙ୍କା ଫେରାଇବାକୁ କହିଥିଲେ । ଚାଟିଂରେ ଲେଖିଥିଲେ ଯେ, ହଷ୍ଟେଲ୍ ଯିବା ପୂର୍ବରୁ  ସୌମ୍ୟ ବହୁତ ପଇସା ନେଇଯାଇଛି । ଏବେ ଫେରାଇବା ବେଳକୁ  ଦୁଇ ହଜାର ଦେବି ବୋଲି କହୁଛି । ତେଣୁ ଆପଣ ବାକି ଟଙ୍କା ଫେରାଇ ଦିଅନ୍ତୁ ଓ ସେଟେଲମେଣ୍ଟ କରି ଦିଅନ୍ତୁ ବୋଲି ଶ୍ୱେତା ସୌମ୍ୟଙ୍କ ମା’ଙ୍କୁ ମେସେଜ୍ କରିଥିଲେ ।

ପୂର୍ବରୁ ପୁଲିସ୍‌ ଶ୍ୱେତାଙ୍କ ମୋବାଇଲ କଲ ଡିଟେଲ୍ସ ବାହାର କରିଥିବା ବେଳେ ତାଙ୍କ ଡାଏରୀ ଜବତ କରିବା ସହ  ସାଙ୍ଗକୁ ପଚରାଉଚରା କରିସାରିଛି। ପୁଲିସ୍‌ ସୌମ୍ୟଜିତଙ୍କ ବିରୋଧରେ ଆଇପିସି ଦଫା ୩୦୬ ଲଗାଇ ତଦନ୍ତକୁ ଜୋରଦାର କରିଥିଲେ ବି ଏ ଯାଏ ପୁଲିସ୍‌ ହାତ ଖାଲି। ପୁଲିସ୍‌ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ଶ୍ୱେତାଙ୍କ ପରିବାର ଲୋକେ ଡିସିପିଙ୍କ ଦ୍ୱାରସ୍ଥ ହୋଇ ସାରିଛନ୍ତି। ତେବେ କେବେ ସୌମ୍ୟଜିତକୁ କାବୁ କରିବାରେ ସଫଳ ହେଉଛି ପୁଲିସ୍‌ ତାହା ଉପରେ ସମସ୍ତଙ୍କ ଆଖି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story