ଚଳିତବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ। ମେଡିକାଲ୍‌ କଲେଜ ପରିଚାଳନା ଉଦ୍ଦେଶ୍ୟରେ ଅପରେଟର ନିଯୁକ୍ତି ପାଇଁ ସପ୍ତାହେ ମଧ୍ୟରେ ଡ଼କାଯିବ ଟେଣ୍ଡର। ଏନେଇ ସୂଚନା ଦେଇଛନ୍ତି ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ସିଏମ୍‌ଡି ପି.କେ ସିହ୍ନା କହିଛନ୍ତି। ସେ କହିଛନ୍ତି-“ତାଳଚେର ମେଡିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କୌଣସି ନିଷ୍କର୍ସ ନବାହାରିବାରୁ ଟେଣ୍ଡର ଜରିଆରେ ଅପରେଟର ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି।” ଗଣମାଧ୍ୟମକୁ ସୂଚନା ଦେଇ […]

Talcher

Talcher

Manoranjan Sial
  • Published: Friday, 02 April 2021
  • Updated: 02 April 2021, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ। ମେଡିକାଲ୍‌ କଲେଜ ପରିଚାଳନା ଉଦ୍ଦେଶ୍ୟରେ ଅପରେଟର ନିଯୁକ୍ତି ପାଇଁ ସପ୍ତାହେ ମଧ୍ୟରେ ଡ଼କାଯିବ ଟେଣ୍ଡର। ଏନେଇ ସୂଚନା ଦେଇଛନ୍ତି ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ସିଏମ୍‌ଡି ପି.କେ ସିହ୍ନା କହିଛନ୍ତି।

ସେ କହିଛନ୍ତି-“ତାଳଚେର ମେଡିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କୌଣସି ନିଷ୍କର୍ସ ନବାହାରିବାରୁ ଟେଣ୍ଡର ଜରିଆରେ ଅପରେଟର ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି।”

ଗଣମାଧ୍ୟମକୁ ସୂଚନା ଦେଇ ପି.କେ ସିହ୍ନା କହିଛନ୍ତି, ମହାମାରୀ କରୋନା ସତ୍ତ୍ୱେ ୨୦୨୦-୨୧ରେ ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ ରେକର୍ଡ କରିଛି। ଉଭୟ କୋଇଲା ଉତ୍ପାଦନ ଓ ଡେସପାଚ୍‌ରେ ନୂଆ ରେକର୍ଡ ହାସଲ କରିଛି। ୨୦୨୦-୨୧ରେ ଏମ୍‌ସିଏଲର କୋଇଲା ଉତ୍ପାଦନ ୫.୫% ବଢ଼ିଛି। ୨୦୨୦-୨୧ ବର୍ଷରେ କମ୍ପାନୀ ୧୪୮.୦୧ ନିୟୁତ ଟନ ଉତ୍ପାଦନ କରିଥିବା ବେଳେ ୨୦୧୯-୨୦ ବର୍ଷରେ ୧୪୦.୩୬ ନିୟୁତ ଟନ୍‌ କରିଛି। ଏହାପୂର୍ବରୁ ୨୦୧୮-୧୯ ବର୍ଷରେ ଏମ୍‌ସିଏଲ୍‌ର କୋଇଲା ଉତ୍ପାଦନ ସର୍ବାଧିକ ୧୪୪.୧୫ ନିୟୁତ ଟନ ଥିଲା। ସେହିଭଳି ଗତ ଆର୍ଥିକ ବର୍ଷ କୋଇଲା ଡେସ୍‌ପାଚ୍‌ରେ ମଧ୍ୟ ଏମ୍‌ସିଏଲ୍‌ ନୂଆ ରେକର୍ଡ ହାସଲ କରିଛି ବୋଲି ଶ୍ରୀ ସିହ୍ନା କହିଛନ୍ତି।

ସେ ଆହୁରି କହିଛନ୍ତି-“୨୦୨୦-୨୧ ଆର୍ଥିକ ବର୍ଷରେ ଏମସିଏଲର ଡେସ୍‌ପାଚ୍‌ ୮.୯% ବଢ଼ି ୧୪୬ ନିୟୁତ ଟନ ହୋଇଛି। ୨୦୧୯-୨୦ ବର୍ଷରେ ଏହା ୧୩୪.୦୨ ନିୟୁତ ଟନ ଥିଲା। ଏହାପୂର୍ବରୁ ୨୦୧୬-୧୭ ବର୍ଷରେ ଏମ୍‌ସିଏଲ୍‌ର ସର୍ବୋଚ୍ଚ ଡେସ୍‌ପାଚ୍‌ ଥିଲା ୧୪୩.୦୧ ନିୟୁତ ଟନ।”

ଶ୍ରୀ ସିହ୍ନା କହିଛନ୍ତି-“୨୦୨୧-୨୧ ଆର୍ଥିକ ବର୍ଷରେ ୧୬୮ ନିୟୁତ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଆର୍ଥିକ ବର୍ଷ ୪୬୦୦ କୋଟି ମୂଳଧନ ଖଟାଯିବ। ୨୦୨୦-୨୧ରେ ୨୩୦୦ କୋଟି ମୂଳଧନ ଖଟାଇଥିଲା, ଯାହାକି କୋଲ ଇଣ୍ଡିଆର ସବୁ ସହଯୋଗୀ କମ୍ପାନୀ ମଧ୍ୟରେ ସର୍ବାଧିକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story