ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା, ୬ ଶ୍ରମିକ ଗୁରୁତର

ତାଳଚେର ଥର୍ମାଲ ପାୱାର ଷ୍ଟେଶନରେ ଦୁର୍ଘଟଣା ଘଟି ୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ୪୬୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଟିଟିପିଏସରେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଦୁର୍ଘଟଣା ଘଟିଥିଲା। ଇଲେକ୍ଟ୍ରୋ ପ୍ରେସିପିଟରରୁ ଗରମ ପାଉଁଶ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତାଳଚେର ଥର୍ମାଲର ଆଶାଲୋକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏ ସମ୍ପର୍କରେ ଟିଟିପିଏସ୍ ଅଧିକାରୀ କି ହସ୍ପିଟାଲ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି।

talcher

talcher

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 04:04 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story