ଜଗି ମଙ୍ଗତ ପଣ୍ଡା ବିଧାନସଭାରେ ହାଜର ହେବା ପ୍ରସଙ୍ଗରେ ନିଜେ ତାରା କହିଲେ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ଓଟିଭି’ ବିରୋଧରେ ଆସିଥିବା ସ୍ୱାଧିକାର ଭଙ୍ଗ ନୋଟିସ ବାବଦରେ ଆଜି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି  ପ୍ରସଙ୍ଗରେ ନିନ୍ଦା କରିଛନ୍ତି  ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି। ସେ କହିଛନ୍ତି ଗୃହରେ ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ପ୍ରତ୍ୟାହାର କରିଥିଲି। ପ୍ରତ୍ୟାହାର ପରେ ବି ଜଗି ମଙ୍ଗତଙ୍କୁ ସମନ କରିବା ଦୁର୍ଭାଗ୍ୟଜନକ। ପ୍ରତ୍ୟାହାର ନେଇ ବିଧାନସଭା ସଚିବଙ୍କୁ ଲିଖିତ […]

468x

468x

Tapas Behera
  • Published: Monday, 28 January 2019
  • Updated: 28 January 2019, 06:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ଓଟିଭି’ ବିରୋଧରେ ଆସିଥିବା ସ୍ୱାଧିକାର ଭଙ୍ଗ ନୋଟିସ ବାବଦରେ ଆଜି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି  ପ୍ରସଙ୍ଗରେ ନିନ୍ଦା କରିଛନ୍ତି  ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି। ସେ କହିଛନ୍ତି ଗୃହରେ ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ପ୍ରତ୍ୟାହାର କରିଥିଲି।

ପ୍ରତ୍ୟାହାର ପରେ ବି ଜଗି ମଙ୍ଗତଙ୍କୁ ସମନ କରିବା ଦୁର୍ଭାଗ୍ୟଜନକ। ପ୍ରତ୍ୟାହାର ନେଇ ବିଧାନସଭା ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲି। ବିଧାନସଭା ଧାରା-୧୪ ଅନୁସାରେ ପ୍ରତ୍ୟାହାର ପାଇଁ କହିଥିଲି। ବିଧାନସଭା ଅଧିବେଶନ ଆରମ୍ଭ ହେଉ। ସେତେବେଳେ ସବୁ କ୍ଷୀର କ୍ଷୀର-ପାଣି ପାଣି ଅଲଗା ହୋଇଯିବ। ରାଜ୍ୟ ସରକାର କେବେ ବି ଉଦ୍ୟୋଗୀଙ୍କୁ ସମର୍ଥନ ଦେଇନାହାନ୍ତି। ଆଗାମୀ ଦିନରେ ଏହା ଭଲ ପ୍ରଭାବ ପକାଇବ ନାହିଁ ବୋଲି ତାରା କହିଛନ୍ତି।

ସେପଟେ ଜଗି କହିଛନ୍ତି, ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ମୁଁ କାର୍ଯ୍ୟ କରିଆସୁଛି। ରାଜ୍ୟରେ ୨୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ଏବେ ଆମକୁ ହଇରାଣ କରାଯାଉଥିବା ମୁଁ ଅନୁଭବ କରୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story