ପାଣ୍ଡିଆନଙ୍କୁ ନେଇ ବିଜେପି ଓ ବିଜେଡିର କାର୍ଯ୍ୟପନ୍ଥାକୁ ଏମିତି କଟାକ୍ଷ କଲେ ତାରା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଘରକୁ ବିଜେପି କର୍ମୀ ଧସେଇ ପଶିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଏହା ବିଜେପିର ଦାଦାଗିରି ବୋଲି କହିଛନ୍ତି। ସେ ବିଜେଡିକୁ ମଧ୍ୟ ଛାଡି ନାହାନ୍ତି। ବିଜେଡି ପାଣ୍ଡିଆନ ଘଟଣାକୁ କାହିଁକି ଦେହକୁ ନେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ତାରା କ&rsquo;ଣ କହିଛନ୍ତି, ଶୁଣନ୍ତୁ।</p>

Ordigital Desk
  • Published: Sunday, 11 February 2018
  • Updated: 11 February 2018, 06:40 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଘରକୁ ବିଜେପି କର୍ମୀ ଧସେଇ ପଶିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଏହା ବିଜେପିର ଦାଦାଗିରି ବୋଲି କହିଛନ୍ତି। ସେ ବିଜେଡିକୁ ମଧ୍ୟ ଛାଡି ନାହାନ୍ତି। ବିଜେଡି ପାଣ୍ଡିଆନ ଘଟଣାକୁ କାହିଁକି ଦେହକୁ ନେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ତାରା କ&rsquo;ଣ କହିଛନ୍ତି, ଶୁଣନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos