ପ୍ରସାଦଙ୍କୁ ତାରାଙ୍କ ଚ୍ୟାଲେଞ୍ଜ; ନବୀନଙ୍କ ସହ ଲଢ଼ନ୍ତୁ

Ordigital Desk
  • Published: Friday, 06 April 2018
  • , Updated: 06 April 2018, 02:48 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଆଜି ଚ୍ୟାଲେଞ୍ଜ କରିଛନ୍ତି। ପ୍ରସାଦଙ୍କୁ କଟାକ୍ଷ କରି ତାରା ହିଞ୍ଜିଳିକୁ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି,&ldquo;ପ୍ରସାଦ ଗଞ୍ଜାମ ଯାଆନ୍ତୁ, କର୍ମୀଙ୍କ ସହ ମିଶନ୍ତୁ। ହିଞ୍ଜିଳିରେ ପ୍ରସାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଛିଡ଼ା ହୁଅନ୍ତୁ।&rdquo;</p> <p>ସେ ଆହୁରି କହିଛନ୍ତି,&ldquo;ପ୍ରସାଦ ନବୀନଙ୍କ ସହ ଲଢ଼ନ୍ତୁ, ମୁଁ ତାଙ୍କ ପାଇଁ ପ୍ରଚାର କରିବି।&rdquo;</p> <p>ତାରା ଆଉ କ&rsquo;ଣ କହୁଛନ୍ତି ଭିଡ଼ିଓରୁ ଦେଖନ୍ତୁ।</p>

Related story