ଟାଟାନଗର-ବଡ଼ବିଲ ଏକ୍ସପ୍ରେସ୍ ଲାଇନଚ୍ୟୁତ

କେନ୍ଦୁଝର: ଗତକାଲି ରାତିରେ ଟାଟାନଗର-ବଡ଼ବିଲ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ବଡ଼ବିଲଠାରୁ ୭କିଲୋମିଟର ଦୂର ନାଲଦାଠାରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଏଥିଯୋଗୁ ଟ୍ରେନରେ ଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକେ ନାଲଦା ଯାଇ ଟ୍ରେନ ଯାତ୍ରୀମାନଙ୍କୁ ବଡ଼ବିଲ ଆଣିଥିଲେ। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।  ପୋଲିସ ଘଟଣାର ତଦନ୍ତ କରୁଛି।  ଟ୍ରେନଟି ଝାଡଖଣ୍ଡର ଟାଟାନଗରରୁ ବଡ଼ବିଲ ଆସୁଥିଲା।

train

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 09:24 AM IST

କେନ୍ଦୁଝର: ଗତକାଲି ରାତିରେ ଟାଟାନଗର-ବଡ଼ବିଲ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ବଡ଼ବିଲଠାରୁ ୭କିଲୋମିଟର ଦୂର ନାଲଦାଠାରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଏଥିଯୋଗୁ ଟ୍ରେନରେ ଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକେ ନାଲଦା ଯାଇ ଟ୍ରେନ ଯାତ୍ରୀମାନଙ୍କୁ ବଡ଼ବିଲ ଆଣିଥିଲେ।

ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।  ପୋଲିସ ଘଟଣାର ତଦନ୍ତ କରୁଛି।  ଟ୍ରେନଟି ଝାଡଖଣ୍ଡର ଟାଟାନଗରରୁ ବଡ଼ବିଲ ଆସୁଥିଲା।

Related story