ଟାଟା ଷ୍ଟିଲ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହାଫ୍ ମାରାଥନ ‌ଅନୁଷ୍ଠିତ

ଭୁବନେଶ୍ୱର: ଟାଟା ଷ୍ଟିଲ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଭୁବନେଶ୍ୱରରେ ହାଫ୍ ମାରାଥନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଏସ.ସି ଜମିର ଏହି ହାଫ ମାରାଥନର ଶୁଭାରମ୍ଭ କରିଥିଲେ। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ସିଦ୍ଧାନ୍ତ ମହାପାତ୍ର, କ୍ରୀଡ଼ା ସଚିବ ଶାସ୍ୱତ ମିଶ୍ର, ଟାଟା ଷ୍ଟିଲ ଇଣ୍ଡିଆ ଏବଂ ସାଉଥ ଇଷ୍ଟ ଏସିଆର ମ୍ୟାନେଜିଂ ଡାଇରେକ୍ଟର ଟି.ଭି ନରେନ୍ଦ୍ରନ, ଟାଟା ଷ୍ଟିଲ ଭାଇସ ପ୍ରେସିଡେଣ୍ଟ ସୁନିଲ ଭାସ୍କରନ, ଟାଟା ଷ୍ଟିଲର ଗ୍ରୁପ […]

m

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 06:32 AM IST

ଭୁବନେଶ୍ୱର: ଟାଟା ଷ୍ଟିଲ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଭୁବନେଶ୍ୱରରେ ହାଫ୍ ମାରାଥନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଏସ.ସି ଜମିର ଏହି ହାଫ ମାରାଥନର ଶୁଭାରମ୍ଭ କରିଥିଲେ। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ସିଦ୍ଧାନ୍ତ ମହାପାତ୍ର, କ୍ରୀଡ଼ା ସଚିବ ଶାସ୍ୱତ ମିଶ୍ର, ଟାଟା ଷ୍ଟିଲ ଇଣ୍ଡିଆ ଏବଂ ସାଉଥ ଇଷ୍ଟ ଏସିଆର ମ୍ୟାନେଜିଂ ଡାଇରେକ୍ଟର ଟି.ଭି ନରେନ୍ଦ୍ରନ, ଟାଟା ଷ୍ଟିଲ ଭାଇସ ପ୍ରେସିଡେଣ୍ଟ ସୁନିଲ ଭାସ୍କରନ, ଟାଟା ଷ୍ଟିଲର ଗ୍ରୁପ ଡାଇରେକ୍ଟର ଚାଣକ୍ୟ ଚୌଧୁରୀ, ଟାଟା ଷ୍ଟିଲ ଗୋପାଳପୁର ପ୍ରୋଜେକ୍ଟର ଭାଇସ ପ୍ରେସିଡେଣ୍ଟ ଅରୁଣ ମିଶ୍ର ଏଥିରେ ଯୋଗ ଦେଇଥିଲେ। ବହୁ ସଂଖ୍ୟାରେ ପ୍ରତିଯୋଗୀ ଏହି ହାଫ୍ ମାରାଥନରେ ଯୋଗ ଦେଇଥିଲେ।

 

 

Related story