ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି।  ମାଉସୀ ମା’ ମନ୍ଦିର ଛକରେ ‘ହେଇଯାଉ’ ନାଁରେ ଏହି ଚା ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ  ବର୍ଗର ଲୋକେ ସାମିଲ ହୋଇ ଚାର ମଜା ଉଠାଇଥିଲେ । ଏହି  ଅବସରରେ ସେମାନେ ବୈଜୟନ୍ତଙ୍କ ସହ ମତ  ବିନିମୟ କରିଥିଲେ । ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ମଧ୍ୟ  […]

baija

Rakesh Mallick
  • Published: Tuesday, 10 July 2018
  • , Updated: 10 July 2018, 09:30 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି।  ମାଉସୀ ମା’ ମନ୍ଦିର ଛକରେ ‘ହେଇଯାଉ’ ନାଁରେ ଏହି ଚା ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ  ବର୍ଗର ଲୋକେ ସାମିଲ ହୋଇ ଚାର ମଜା ଉଠାଇଥିଲେ । ଏହି  ଅବସରରେ ସେମାନେ ବୈଜୟନ୍ତଙ୍କ ସହ ମତ  ବିନିମୟ କରିଥିଲେ । ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ମଧ୍ୟ  ଏହି ଚା’ ଖଟିରେ ଦେଖିବାକୁ ମିଳିଥିଲା। ବିଭିନ୍ନ ବର୍ଗର ଲୋକଙ୍କ ସହ ଭାବ ବିନିମୟ ଉଦ୍ଦେଶ୍ୟରେ ଏଭଳି ଚା ଖଟିର ଆୟୋଜନ କରାଯାଇଥିଲା । ଆଗକୁ ଆହୁରି ବିଭିନ୍ନ ସହରମାନଙ୍କରେ ମଧ୍ୟ ଏଭଳି କାଅର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବୈଜୟନ୍ତ କହିଛନ୍ତି।

Related story