ନଳକୂଅରୁ ପାଣି ଆଣିବା ବେଳେ ଜବରଦସ୍ତ କିସ୍‌ କରିଦେଲେ ହେଡ୍‌ସାର

ଜଳେଶ୍ୱର(ଅଜିତ୍ ଦାଶ): ପୁଣି ନାବାଳିକାକୁ ଅସଦାଚରଣ । ସୁଯୋଗ ଦେଖି ସାର ଛୁଆଁଛୁଇଁ କରିବା ସହ କିସ୍‌ କରିଦେଲେ। ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ୧୦ ବର୍ଷ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ନାବାଳିକାକୁ ତାଙ୍କ ମା’ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ନଳକୂପକୁ ପାଣି ଆଣିବା ପାଇଁ ପଠାଇଥିଲେ। ମାତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାବାଳିକାକୁ ଡାକି ଅସଦାଚରଣ କରିଥିବା ନାବାଳିକାଙ୍କ ବାପା ସିଂଲା […]

7590

Tapas Behera
  • Published: Wednesday, 10 June 2020
  • , Updated: 10 June 2020, 09:38 PM IST

ଜଳେଶ୍ୱର(ଅଜିତ୍ ଦାଶ): ପୁଣି ନାବାଳିକାକୁ ଅସଦାଚରଣ । ସୁଯୋଗ ଦେଖି ସାର ଛୁଆଁଛୁଇଁ କରିବା ସହ କିସ୍‌ କରିଦେଲେ। ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ୧୦ ବର୍ଷ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ନାବାଳିକାକୁ ତାଙ୍କ ମା’ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ନଳକୂପକୁ ପାଣି ଆଣିବା ପାଇଁ ପଠାଇଥିଲେ। ମାତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାବାଳିକାକୁ ଡାକି ଅସଦାଚରଣ କରିଥିବା ନାବାଳିକାଙ୍କ ବାପା ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ।

Related story