ଆଜିଠୁ କଳାବ୍ୟାଜ୍ ପିନ୍ଧି ପାଠ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ତେବେ ଆଜିଠାରୁ ଶିକ୍ଷକମାନେ ସ୍କୁଲରେ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସେମାନଙ୍କ ବିକ୍ଷୋଭ ବି ଜାରି ରହିବ। ତେବେ ଜିଲ୍ଲାୱାରୀ ପାଳି କରି ସେମାନେ ଆନ୍ଦୋଳନ ଜାରି ରଖିବେ। ସରକାର ଏଯାଏ ଦାବି ପୂରଣ କରି ନ ଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି […]

TEACHERS

TEACHERS

Tapaswini Nayak
  • Published: Monday, 24 September 2018
  • Updated: 24 September 2018, 04:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ତେବେ ଆଜିଠାରୁ ଶିକ୍ଷକମାନେ ସ୍କୁଲରେ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସେମାନଙ୍କ ବିକ୍ଷୋଭ ବି ଜାରି ରହିବ। ତେବେ ଜିଲ୍ଲାୱାରୀ ପାଳି କରି ସେମାନେ ଆନ୍ଦୋଳନ ଜାରି ରଖିବେ।

ସରକାର ଏଯାଏ ଦାବି ପୂରଣ କରି ନ ଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବା ଲାଗି ସ୍ଥିର କରିଛନ୍ତି।

ଆଜି ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ବୁଦ୍ଧିଜୀବୀମାନେ ଯୋଗଦେଇ ଶିକ୍ଷକଙ୍କ ଅଧିକାର ଉପରେ ମତ ରଖିବେ ବୋଲି ମିଳିତ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story