ଶିକ୍ଷକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକ ସଂଘ ଆନ୍ଦୋଳନ ସ୍ଥଗିତ ହୋଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।  ଏନେଇ ରାଜ୍ୟ ଶିକ୍ଷା ସହାୟକ ସଂଘ ସଭାପତି ମଳୟ ଜେନା ସୂଚନା ଦେଇଛନ୍ତି। ୩ ଦଫା ଦାବିରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକ ସଂଘ। ରାଜ୍ୟ ସରକାରଙ୍କ ସହିତ ଆଲୋଚା ପରେ କେତେକ ଶିକ୍ଷକ ଆନ୍ଦୋଳନରୁ ଉଠି ଯାଇଥିଲେ। ଆଉ କିଛି ଶିକ୍ଷକ ଆନ୍ଦୋଳନ […]

teacher-protest-in-bbsr

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 05:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକ ସଂଘ ଆନ୍ଦୋଳନ ସ୍ଥଗିତ ହୋଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।  ଏନେଇ ରାଜ୍ୟ ଶିକ୍ଷା ସହାୟକ ସଂଘ ସଭାପତି ମଳୟ ଜେନା ସୂଚନା ଦେଇଛନ୍ତି। ୩ ଦଫା ଦାବିରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକ ସଂଘ। ରାଜ୍ୟ ସରକାରଙ୍କ ସହିତ ଆଲୋଚା ପରେ କେତେକ ଶିକ୍ଷକ ଆନ୍ଦୋଳନରୁ ଉଠି ଯାଇଥିଲେ। ଆଉ କିଛି ଶିକ୍ଷକ ଆନ୍ଦୋଳନ ଜାରି ରଖିଥିଲେ।

Related story