ସଂକ୍ରମିତ ଅଞ୍ଚଳରେ ସ୍ଥିତି ପରଖିବ ଟିମ୍‌

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସୁରତ ଫେରନ୍ତା ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛନ୍ତି। ଆଜି ଜଣେ ସୁରତ ଫେରନ୍ତା ଗଞ୍ଜାମରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଏହି ସଂଖ୍ୟା ୪ରେ ପହଞ୍ଚିଛି। ତେବେ ସ୍ଥିତି ଉପରେ ତିକ୍ଷଣ ନଜର ରଖିଛି ଜିଲ୍ଲା ପ୍ରଶାସନ। ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସ୍ଥିତି ପରଖିବା ପାଇଁ ଏକ ଟିମ୍ ପଠାଯିବ । ସେମାନେ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଜୋନର ତଦାରଖ କରିବେ । ଏଥିପାଇଁ ପରିବାର କଲ୍ୟାଣ […]

virus

virus

Niharika Rout
  • Published: Wednesday, 06 May 2020
  • Updated: 06 May 2020, 02:16 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସୁରତ ଫେରନ୍ତା ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛନ୍ତି। ଆଜି ଜଣେ ସୁରତ ଫେରନ୍ତା ଗଞ୍ଜାମରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଏହି ସଂଖ୍ୟା ୪ରେ ପହଞ୍ଚିଛି। ତେବେ ସ୍ଥିତି ଉପରେ ତିକ୍ଷଣ ନଜର ରଖିଛି ଜିଲ୍ଲା ପ୍ରଶାସନ। ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସ୍ଥିତି ପରଖିବା ପାଇଁ ଏକ ଟିମ୍ ପଠାଯିବ । ସେମାନେ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଜୋନର ତଦାରଖ କରିବେ । ଏଥିପାଇଁ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଓ ଆରଏମଆରସି ବୈଜ୍ଞାନିକ ଡର ଜୟସିଂ ଖତ୍ରୀଙ୍କୁ ନେଇ ଟିମ୍ ଗଠନ ହୋଇଛି । ଏହି ଟିମ୍ କଣ୍ଟାକ୍ଟ ଟ୍ରେସିଂ ସହ ଚିକିତ୍ସା ସୁବିଧାର ମଧ୍ୟ ଯାଞ୍ଚ କରିବ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ବୟସ ୧୮ ବର୍ଷ ଓ ସେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ସେହିପରି ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି । ଏଥିସହ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୧୧୭  ହୋଇଥିବା ବେଳେ ସୁସ୍ଥ ହୋଇସାରିଲେଣି ୬୦ଜଣ।  ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁରତରୁ ପ୍ରାୟ ୧୭ ହଜାରରୁ ଅଧିକ ଲୋକ  ଓଡିଶା ଫେରିଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story