ମିଗ୍‌ର ସ୍ଥାନ ନେବ ତେଜସ୍‌: କୋଟା ହରିନାରାୟଣ

ଭୁବନେଶ୍ୱର: ଶୀଘ୍ର ମିଗ୍‌ ଶ୍ରେଣୀ ଯୁଦ୍ଧ ବିମାନର ସ୍ଥାନ ପାଇବ ଭାରତର ସୁପର ସୋନିକ ତେଜସ୍‌। ଭୁବନେଶ୍ୱର ଆଇଆଇଟିର ୯ମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏହା କହିଛନ୍ତି ଦେଶର ବିଶିଷ୍ଟ ପ୍ରତିରକ୍ଷା ବୈଜ୍ଞାନିକ ତଥା ଲାଇଟ୍‌ କମବାଟ୍‌ ଏୟାରକ୍ରାଫ୍ଟ ବା ଏଲ୍‌ସିଏ ତେଜସ୍‌ର ଚିଫ୍‌ ଡିଜାଇନର ପଦ୍ମଶ୍ରୀ ଡକ୍ତର କୋଟା ହରିନାରାୟଣ। ଓଟିଭିକୁ ସାକ୍ଷାତକାର ଦେଇ ହରିନାରାୟଣ ପ୍ରତିରକ୍ଷା କ୍ଷେତ୍ରରେ ତେଜସ୍‌ର ଭୂମିକା, ଯୁଦ୍ଧ ବିମାନରେ ନାଲକୋର ଲିଥିୟମ ବ୍ୟବହାର, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ଉପରେ ମତ […]

tejash

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 10:53 PM IST

ଭୁବନେଶ୍ୱର: ଶୀଘ୍ର ମିଗ୍‌ ଶ୍ରେଣୀ ଯୁଦ୍ଧ ବିମାନର ସ୍ଥାନ ପାଇବ ଭାରତର ସୁପର ସୋନିକ ତେଜସ୍‌। ଭୁବନେଶ୍ୱର ଆଇଆଇଟିର ୯ମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏହା କହିଛନ୍ତି ଦେଶର ବିଶିଷ୍ଟ ପ୍ରତିରକ୍ଷା ବୈଜ୍ଞାନିକ ତଥା ଲାଇଟ୍‌ କମବାଟ୍‌ ଏୟାରକ୍ରାଫ୍ଟ ବା ଏଲ୍‌ସିଏ ତେଜସ୍‌ର ଚିଫ୍‌ ଡିଜାଇନର ପଦ୍ମଶ୍ରୀ ଡକ୍ତର କୋଟା ହରିନାରାୟଣ।

ଓଟିଭିକୁ ସାକ୍ଷାତକାର ଦେଇ ହରିନାରାୟଣ ପ୍ରତିରକ୍ଷା କ୍ଷେତ୍ରରେ ତେଜସ୍‌ର ଭୂମିକା, ଯୁଦ୍ଧ ବିମାନରେ ନାଲକୋର ଲିଥିୟମ ବ୍ୟବହାର, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ଉପରେ ମତ ରଖିଥିଲେ।

ସେ କହିଛନ୍ତି, “ଆମର ୧୨ ବର୍ଷର ପରିଶ୍ରମ ସଫଳ ହୋଇଛି। ଶୀଘ୍ର ମିଗ୍‌ର ସ୍ଥାନ ତେଜସ୍‌ ନେବ। ପଡ଼ୋଶୀଙ୍କ ଯୁଦ୍ଧ ବିମାନଠାରୁ ତେଜସ୍‌ ଖୁବ ଉନ୍ନତ।”

Related story