ଟେଲିମେଡିସିନ୍ ହେଲପଲାଇନରେ ମାଗଣା ସେବା, ସାମିଲ ପାଇଁ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସମେତ ସମଗ୍ର ଦେଶର ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କରୋନା ଭାଇରସ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର […]

g909

g909

Tapas Behera
  • Published: Monday, 06 April 2020
  • Updated: 06 April 2020, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସମେତ ସମଗ୍ର ଦେଶର ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କରୋନା ଭାଇରସ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ରାଜ୍ୟ ସରକାର କୋଭିଡ୍‌-୧୯ ଭାଇରସର ମୁକାବିଲା ପାଇଁ ୨୪ଘଣ୍ଟିଆ ଟେଲିମେଡିସିନ୍ ହେଲପଲାଇନ-୧୪୪୧୦ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକି ସମଗ୍ର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବ। ଏହି ଟେଲିମେଡିସିନ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ମିଳିବାକୁ ଡାକ୍ତରୀ ପରାମର୍ଶ ସମ୍ପୂର୍ଣ୍ଣ ମାଗଣା ହେବ। ଯେଉଁମାନେ କୋଭିଡ-୧୯ରେ ସଂକ୍ରମିତ ଥିବେ ଅବା କାଶ, ଜ୍ୱର, ଧକ୍କାପଣ ଓ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେଉଥିବେ ସେମାନେ ଏହି ହେଲପଲାଇନକୁ କଲ୍ କରି ସହାୟତା ନେଇପାରିବେ।

ଏହି ହେଲପଲାଇନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ସଫଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ରାଜ୍ୟ ଓ ଦେଶର ସମସ୍ତ ଡାକ୍ତରମାନଙ୍କୁ ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ନାଗରିକମାନଙ୍କୁ ମାଗଣା ସେବା ଯୋଗାଇ ଦେବା ନିମନ୍ତେ ଆଗକୁ ଆସି ନିଜକୁ ପଞ୍ଜିକୃତ କରିବାକୁ ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି। ଯେଉଁ ଡାକ୍ତରମାନେ କୋଭିଡ୍‌-୧୯ ବିରୁଦ୍ଧ ଲଢ଼େଇରେ ସ୍ୱେଚ୍ଛାକୃତ ସେବା ପ୍ରଦାନ କରିବାକୁ ଇଚ୍ଛୁକ ଥିବେ ସେମାନେ ନିର୍ଦ୍ଧାରିତ ୱେବସାଇଟ୍ ମାଧ୍ୟମରେ ନିଜକୁ ପଞ୍ଜିକୃତ କରାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଡାକ୍ତରମାନଙ୍କର ଏଭଳି ବଳିଦାନ ପାଇଁ ଓଡ଼ିଶା ସର୍ବଦା କୃତଜ୍ଞ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story