ସ୍ୱାୟତ୍ତ ଶାସନ ଦିବସରେ କଳା ବ୍ୟାଜ୍ ପିନ୍ଧିଲେ ବ୍ରହ୍ମପୁର ମହାନଗର ନିଗମର ଅସ୍ଥାୟୀ କର୍ମଚାରୀ, ଚାକିରି ସ୍ଥାୟୀ କରିବାକୁ ଦାବି

Ordigital Desk
  • Published: Thursday, 31 August 2017
  • , Updated: 31 August 2017, 11:51 AM IST
<p>ବ୍ରହ୍ମପୁର: ଆଜି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ବିଭିନ୍ନ ମହନଗର ନିଗମରେ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। ହେଲେ ବ୍ରହ୍ମପୁର ମହନଗର ନିଗମର ଅସ୍ଥାୟୀ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଚାକିରି ସ୍ଥାୟୀ କରିବା ଦାବିରେ କର୍ମଚାରୀମାନେ କଳା ବ୍ୟାଜ୍&zwnj; ପିନ୍ଧି ବିକ୍ଷୋଭ କରିଛନ୍ତି।</p>

Related story