ଇଭିଏମ୍‌ ସଂଗ୍ରହ ବେଳେ ୧୦ କର୍ମଚାରୀ ଅସୁସ୍ଥ

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଜଗତସିଂହପୁର ଏସ୍‌ଭିଏମ୍‌ କଲେଜ ପରିସରରୁ ଇଭିଏମ୍ ସଂଗ୍ରହ କରିବାକୁ ଆସିଥିବା ବେଳେ ୧୦ ଜଣ ପୋଲିଂ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଇଭିଏମ୍‌  ବିତରଣ କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁ ସେମାନେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭାରେ ନିର୍ବାଚନ ହେବ। ଏଥିପାଇଁ ଆଜି ଏସ୍‌ଭିଏମ୍‌ କଲେଜରେ ଇଭିଏମ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଥିଲା। ସକାଳ ୭ଟାରେ ଆସିବା ପାଇଁ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ କୁହାଯାଇଥିଲା। ସେଥିପାଇଁ […]

jagatsinghpur

jagatsinghpur

Manoranjan Sial
  • Published: Saturday, 27 April 2019
  • Updated: 27 April 2019, 06:09 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଜଗତସିଂହପୁର ଏସ୍‌ଭିଏମ୍‌ କଲେଜ ପରିସରରୁ ଇଭିଏମ୍ ସଂଗ୍ରହ କରିବାକୁ ଆସିଥିବା ବେଳେ ୧୦ ଜଣ ପୋଲିଂ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଇଭିଏମ୍‌  ବିତରଣ କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁ ସେମାନେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭାରେ ନିର୍ବାଚନ ହେବ। ଏଥିପାଇଁ ଆଜି ଏସ୍‌ଭିଏମ୍‌ କଲେଜରେ ଇଭିଏମ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଥିଲା। ସକାଳ ୭ଟାରେ ଆସିବା ପାଇଁ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ କୁହାଯାଇଥିଲା। ସେଥିପାଇଁ ଦୂରଦୂରାନ୍ତରୁ କର୍ମଚାରୀମାନେ ଅଖିଆ-ପିଆ ଆସି କେନ୍ଦ୍ରରେ ପହଞ୍ଚି ଲାଇନ୍‌ରେ ଛିଡ଼ା ହୋଇଥିଲେ। ମାତ୍ର କାଉଣ୍ଟର ସକାଳ ୭ଟା ପରିବର୍ତ୍ତେ ୯ଟାରେ ଖୋଲିଥିଲା। ତେବେ ପୂର୍ବାହ୍ନ ୧୧ଟା ବେଳେ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ୧୦ ଜଣ କର୍ମଚାରୀ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି।

ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁ ଏମାନେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି।

ନିର୍ବାଚନପାଇଁ ଜିଲ୍ଲାରେ ମୋଟ ୧୦୪୭ଟି ବୁଥ୍‌ କରାଯାଇଛି। ଏଥିପାଇଁ ୭୩୨୮ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୨୩୩ ଟି ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ୧୪୦୦ ମହିଳା କର୍ମଚାରୀ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story