ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼ ହୋଇଛି। ମଦ ଧରିବାକୁ ଯାଇଥିବା ବେଳେ ତୀର ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ ଘଟିଛି। ଅଭିଯୋଗରୁ ପ୍ରକାଶ, ଟେନ୍‌ସା ଜିରୋ ଅଞ୍ଚଳରେ ଅବାଧ ମଦ ବେପାର ହେଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ଫାଣ୍ଡି ଅଧିକାରୀ ଏ.କେ ବେହେରା ସେହି ଅଞ୍ଚଳରେ ଚଢ଼ଉ କରିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କ ଉପରକୁ ମଦ ମାଫିଆମାନେ ତୀର […]

sundar

sundar

Manoranjan Sial
  • Published: Tuesday, 05 January 2021
  • Updated: 05 January 2021, 06:43 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼ ହୋଇଛି। ମଦ ଧରିବାକୁ ଯାଇଥିବା ବେଳେ ତୀର ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ ଘଟିଛି।

ଅଭିଯୋଗରୁ ପ୍ରକାଶ, ଟେନ୍‌ସା ଜିରୋ ଅଞ୍ଚଳରେ ଅବାଧ ମଦ ବେପାର ହେଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ଫାଣ୍ଡି ଅଧିକାରୀ ଏ.କେ ବେହେରା ସେହି ଅଞ୍ଚଳରେ ଚଢ଼ଉ କରିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କ ଉପରକୁ ମଦ ମାଫିଆମାନେ ତୀର ମାଡ଼ କରିଥିଲେ। ଫଳରେ ତୀର ତାଙ୍କ ପିଠିରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୮୦ କିମି ଦୂର ରାଉରକେଲା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story