ମୃତଦେହ ରଖି ଥାନା ଆଗରେ ବସିଲେ

ରାଉରକେଲା (ଓଡ଼ିଶା ରିପୋର୍ଟର): ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ। ଆଜି ରାଉରକେଲା ଝିରିପାଣି ଥାନାରେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ୨ ଦିନ ତଳେ ଜମି ବିବାଦକୁ ନେଇ ଦୁର୍ବୃତ୍ତଙ୍କ ମାଡ଼ରେ ମୁନା ମଲ୍ଲିକ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ।  ଗତକାଲି ମେଡିକାଲରେ ତାଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଆଜି ପରିବାର ଲୋକେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ଧାରଣାରେ ବସିଥିଲେ। ଏହି […]

Protest-infront-of-police-s

Protest-infront-of-police-s

Madhupriya Mistry
  • Published: Sunday, 28 February 2021
  • Updated: 28 February 2021, 01:14 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ। ଆଜି ରାଉରକେଲା ଝିରିପାଣି ଥାନାରେ ଏମିତି ଘଟଣା ଦେଖିବାକୁ ମିଳିଥିଲା।

୨ ଦିନ ତଳେ ଜମି ବିବାଦକୁ ନେଇ ଦୁର୍ବୃତ୍ତଙ୍କ ମାଡ଼ରେ ମୁନା ମଲ୍ଲିକ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ।  ଗତକାଲି ମେଡିକାଲରେ ତାଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଆଜି ପରିବାର ଲୋକେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ଧାରଣାରେ ବସିଥିଲେ।

ଏହି ସମୟରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଦୁଇ ଜଣ ଆଡିସ୍‌ନାଲ ଏସ୍‌ପି, ୪ ଜଣ ଡିଏସ୍‌ପି, ଓ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

ପୁଲିସ୍‌ ବୁଝାସୁଝା କରିବା ପରେ ମୃତକଙ୍କ ପରିବାର ସହିତ ଅନ୍ୟ ଲୋକେ ଧାରଣାରୁ ହଟିଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସହଯୋଗ ସହିତ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ଧାରଣାରୁ ହଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story