ଖୋଲାମେଲା ଡ୍ରେନ୍‌: ପଡ଼ିଗଲା ବାଳକ, ତା’ପରେ...

ପୁରୀ(ଓଡ଼ିଶା ରିପୋର୍ଟର): ‘ବେଙ୍ଗ ମୁତି ଦେଲେ, ଆଣ୍ଠୁଏ ପାଣି’। ଏହି ଉକ୍ତିଟି ପୁରୀ ପାଇଁ ଯଥାର୍ଥ କହିଲେ ଭୁଲ ହେବ ନାହିଁ। ପୁରୀରେ ଡ୍ରେନେଜ୍‌ ବ୍ୟବସ୍ଥା କେମିତି ସମସ୍ତେ ଜାଣନ୍ତି। ଏଠାରେ ଡ୍ରେନ୍‌ ଅଛି, ହେଲେ ଜଳ ନିଷ୍କାସନ ହୋଇପାରେ ନାହିଁ। ଏହାସହ ଖୋଲାମେଲା ହୋଇ ପଡ଼ି ରହିଛି ଡ୍ରେନ୍‌। ଏପରି ଅବସ୍ଥାରେ ଥିବା ଡ୍ରେନ୍‌ ଏକ ନାବାଳକର ଜୀବନ ନେଇ ଯାଇଛି। ଯାହାକୁ ନେଇ ପୁରୀ ପୁଣି ଅଶାନ୍ତ ହୋଇପଡ଼ିଛି। ଘଟଣାଟି ଘଟିଛି ପୁରୀ ଜିଲ୍ଲାର […]

puri,,,,

puri,,,,

Tapaswini Nayak
  • Published: Wednesday, 24 October 2018
  • Updated: 24 October 2018, 01:21 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ‘ବେଙ୍ଗ ମୁତି ଦେଲେ, ଆଣ୍ଠୁଏ ପାଣି’। ଏହି ଉକ୍ତିଟି ପୁରୀ ପାଇଁ ଯଥାର୍ଥ କହିଲେ ଭୁଲ ହେବ ନାହିଁ। ପୁରୀରେ ଡ୍ରେନେଜ୍‌ ବ୍ୟବସ୍ଥା କେମିତି ସମସ୍ତେ ଜାଣନ୍ତି। ଏଠାରେ ଡ୍ରେନ୍‌ ଅଛି, ହେଲେ ଜଳ ନିଷ୍କାସନ ହୋଇପାରେ ନାହିଁ। ଏହାସହ ଖୋଲାମେଲା ହୋଇ ପଡ଼ି ରହିଛି ଡ୍ରେନ୍‌। ଏପରି ଅବସ୍ଥାରେ ଥିବା ଡ୍ରେନ୍‌ ଏକ ନାବାଳକର ଜୀବନ ନେଇ ଯାଇଛି। ଯାହାକୁ ନେଇ ପୁରୀ ପୁଣି ଅଶାନ୍ତ ହୋଇପଡ଼ିଛି।

ଘଟଣାଟି ଘଟିଛି ପୁରୀ ଜିଲ୍ଲାର ଗୋପାଳପୁର ଗାଁରେ। ଏଠାରେ ଖୋଲା ଡ୍ରେନ୍‌ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଲେ ଗଣେଶ ନାୟକ।

ଗତକାଲି ସନ୍ଧ୍ୟାରେ ଗଣେଶ ଚା’ ଆଣିବା ପାଇଁ ଘରୁ ବାହାରି ଦୋକାନକୁ ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଯାଇଥିଲେ। ରାତିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଗଣେଶର କୌଣସି ସନ୍ଧାନ ମିଳି ନଥିଲା।
ଆଜି ସକାଳୁ ଗଣେଶର ମୃତଦେହ ଡ୍ରେନ୍‌ରେ ଭାସୁଥିବା ପରିବାର ଲୋକେ ଦେଖିଥିଲେ।

tyy,,,

ଗଣେଶର ମୃତ୍ୟୁ ଖବର ପ୍ରଚାରିତ ହୋଇଯିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଡ୍ରେନ ବନ୍ଦ କରିବା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ପଥର ଥୋଇ ଟାୟାର ଜାଳି ପୁରୀ-କୋଣାର୍କ ରାସ୍ତା ଅବରୋଧ କରିଛନ୍ତି।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନଥିବା ଜଣାପଡ଼ିଛି।

https://youtu.be/ejeMzjlWrMY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story