ଶବ ସତ୍କାର କରିବାକୁ ଦେଲେନି ଗାଁ ଲୋକେ, ଫେରିଲା ପ୍ରଶାସନ

ଉଦଳା (ମାନସ ପାଣି): ପାଖରେ ଜନବସତି ଥିବାରୁ ଶବ ସତ୍କାର କରିବାକୁ ଦେଲେନି ଗାଁ ଲୋକେ। ଶେଷରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଧରି ଫେରିଲା ପ୍ରଶାସନ। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। କପ୍ତିପଦା ଅଞ୍ଚଳରେ ଜଣ କରୋନା ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ସୋନ ବ୍ରିଜ୍‌ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇଥିଲା ପ୍ରଶାସନ। ଏ ସମ୍ପର୍କରେ ଗାଁ ଲୋକେ ସୋନ ବ୍ରିଜ୍‌ ନିକଟରେ […]

Udala

Udala

Manoranjan Sial
  • Published: Saturday, 01 May 2021
  • Updated: 01 May 2021, 10:41 PM IST

Sports

Latest News

ଉଦଳା (ମାନସ ପାଣି): ପାଖରେ ଜନବସତି ଥିବାରୁ ଶବ ସତ୍କାର କରିବାକୁ ଦେଲେନି ଗାଁ ଲୋକେ। ଶେଷରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଧରି ଫେରିଲା ପ୍ରଶାସନ। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। କପ୍ତିପଦା ଅଞ୍ଚଳରେ ଜଣ କରୋନା ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ସୋନ ବ୍ରିଜ୍‌ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇଥିଲା ପ୍ରଶାସନ। ଏ ସମ୍ପର୍କରେ ଗାଁ ଲୋକେ ସୋନ ବ୍ରିଜ୍‌ ନିକଟରେ ରାସ୍ତାରୋକ କରିଥିଲେ। ଯାହାଫଳରେ ମୃତଦେହ ଧରି ଯାଇଥିବା ଗାଡ଼ି ଘଣ୍ଟାଏରୁ ଅଧିକ ସମୟ ଧରି ଅଟକାଇ ରଖିଥିଲେ। ଉକ୍ତ କାଜୁ ଜଙ୍ଗଲଟି ଜନବସତି ଅଞ୍ଚଳରେ ଥିବାରୁ ଏଠାରେ ଶବ ସତ୍କାର କରାନଯାଉ ବୋଲି ଗାଁ ଲୋକେ ଦାବି କରିଥିଲେ।

ରାସ୍ତାରୋକ ନେଇ ଖବର ପାଇ ତହସିଲ୍‌ଦାର ସମରଜିତ କର ଓ ବିଡିଓ ସତ୍ୟନାଥ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। କାଜୁ ଜଙ୍ଗଲରେ ଶବ ସତ୍କାର କରିବାକୁ ଦେବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

ଗାଁ ଲୋକଙ୍କ ଜିଦ୍‌ ଆଗରେ ପ୍ରଶାସନ ନଇଁଲା। ମୃତଦେହ ଧରି ଫୁଲଝରୀ ଜଙ୍ଗଲରେ ସଂସ୍କାର କରିବାକୁ ନେଇଥିଲା। ହେଲେ ସେଠାରେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଏଠାରେ ତୁମକୁ ଶବ ସତ୍କାର କରିବାକୁ କିଏ କହିଲା ବୋଲି ପ୍ରଶ୍ନ କରିଥିଲେ। ଗାଁ ଲୋକଙ୍କ ଭୟରେ ପ୍ରଶାସନ ସେଠାରେ ଶବ ସତ୍କାର କରିପାରିନଥିଲା। ସେଠାରେ ପ୍ରଶାସନ ଶବ ଧରି କପ୍ତିପଦା ଅଭିମୁଖେ ଯାଇଛି। ଆଉ ଶବ ଯାଉଥିବା ଆମ୍ୱୁଲାନ୍ସ ପଛରେ କାଠ ଗାଡ଼ି ମଧ୍ୟ ଯାଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ସତ୍କାର କେଉଁଠି ହେଲା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story