ପୁଲିସ ଗାଡ଼ି ଭାଙ୍ଗିଲେ, ଫାଣ୍ଡି ଉପରେ ଟେକା ପଥର ମାଡ଼ କଲେ

ସୁନ୍ଦରଗଡ଼( ବିଜୟ ବରୁଆ)ହେମଗିରି ଥାନା କନିକାରେ ଏକ ଦୁର୍ଘଟଣାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସର ସନ୍ଦେହଜନକ ଭୂମିକାକୁ ନେଇ ଆଜି ସ୍ଥାନୀୟ ଲୋକେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଉତ୍ତେଜିତ ଲୋକେ ଦୁଇଟି ପୁଲିସ ଗାଡିକୁ ଭଙ୍ଗାରୁଜ୍ଜା କରିବା ସହ ଫାଣ୍ଡି ଉପରେ ଟେକା ପଥର ମାଡ଼ କରିଛନ୍ତି । ଫଳରେ ଫାଣ୍ଡିର ଆଜବେଷ୍ଟସ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ଏକ […]

5-1

5-1

Tapas Behera
  • Published: Thursday, 04 July 2019
  • Updated: 04 July 2019, 10:18 PM IST

Sports

Latest News

ସୁନ୍ଦରଗଡ଼( ବିଜୟ ବରୁଆ)ହେମଗିରି ଥାନା କନିକାରେ ଏକ ଦୁର୍ଘଟଣାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସର ସନ୍ଦେହଜନକ ଭୂମିକାକୁ ନେଇ ଆଜି ସ୍ଥାନୀୟ ଲୋକେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଉତ୍ତେଜିତ ଲୋକେ ଦୁଇଟି ପୁଲିସ ଗାଡିକୁ ଭଙ୍ଗାରୁଜ୍ଜା କରିବା ସହ ଫାଣ୍ଡି ଉପରେ ଟେକା ପଥର ମାଡ଼ କରିଛନ୍ତି । ଫଳରେ ଫାଣ୍ଡିର ଆଜବେଷ୍ଟସ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ଏକ ସ୍କର୍ପିଓ ସ୍ଥାନୀୟ ଜଣେ ଯୁବକ ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ସ୍କର୍ପିଓକୁ କନିକା ଫାଣ୍ଡିରେ  ପୁଲିସ କୁ ଜିମ୍ମା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯୁବକ ଜଣକର ମୃତ୍ୟୁ ହୋଇଥିଲା । ତେବେ ପୁଲିସ ମଧ୍ୟ ସ୍କର୍ପିଓକୁ ଛାଡି ଦେଇଥିବା ଜଣାପଡିବା ପରେ ସ୍ଥନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ଠାରୁ ଲୋକେ ରାସ୍ତାରୋକ କରିବା ସହ ହେମଗିରି ଥାନା ଅଧିକାରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ ।

କିନ୍ତୁ ଥାନା ଅଧିକାରୀ ଆସିବା ପାଇଁ ମନା କରି ଦେଇଥିଲେ । ଦୁଇ ଦିନ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ପରେ ମଧ୍ୟ ଥାନା ଅଧିକାରୀ ନସିବାରୁ ଲୋକଙ୍କ ମଧ୍ୟ ଉତ୍ତେଜନା ଆହୁରି ବଢ଼ିଥିଲା। ଆଜି ସଂନ୍ଧ୍ୟାରେ ଉତ୍ତେଜିତ ଲୋକେ ଦୁଇଟି ପୁଲିସ ଗାଡିକୁ ଭଙ୍ଗାରୁଜ୍ଜା କରିବା ସହ ଫାଣ୍ଡି ଉପରେ ଟେକାପଥର ମାଡ଼ କରିଥିଲେ। ବର୍ତ୍ତମାନ ମଧ୍ୟ ସେଠାରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ସ୍ଥାନୀୟ କିଛି ବରିଷ୍ଠ ଲୋକେ ବୁଝାସୁଝା କରୁଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story