ବାଣୀବିହାରରେ ଛାତ୍ର ଉତ୍ତେଜନା, ପୁଲିସ୍‌ ସହ ଧସ୍ତାଧସ୍ତି ଓ ମାରପିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ଓ ପୁଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା। ଫାର୍ମାସି ଛାତ୍ର ଆନ୍ଦୋଳନ କରିବା ବେଳେ ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ।

ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଫାର୍ମାସି ବିଭାଗର ଛାତ୍ର ଆନ୍ଦୋଳନ କରୁଥିବା ବେଳେ କିଛି ଅଣଛାତ୍ର ଓ ପୂର୍ବତନ ଛାତ୍ର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୁଲିସ୍ ଉପସ୍ଥିତିରେ ସଂଘର୍ଷ ହୋଇଥିଲା। ଘଟଣାରେ ପୁଲିସ୍ ହସ୍ତକ୍ଷେପ କରିବାରୁ ପୁଲିସ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ ଛାତ୍ରଗୋଷ୍ଠୀ।

ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଅଣଛାତ୍ରଙ୍କୁ ଅଟକ ରଖିଛି। କ୍ୟାମ୍ପସରେ ଏକ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।
ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Ordigital Desk
• Published: Tuesday, 25 September 2018
• Updated: 25 September 2018, 08:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ଓ ପୁଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା। ଫାର୍ମାସି ଛାତ୍ର ଆନ୍ଦୋଳନ କରିବା ବେଳେ ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ।

ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଫାର୍ମାସି ବିଭାଗର ଛାତ୍ର ଆନ୍ଦୋଳନ କରୁଥିବା ବେଳେ କିଛି ଅଣଛାତ୍ର ଓ ପୂର୍ବତନ ଛାତ୍ର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୁଲିସ୍ ଉପସ୍ଥିତିରେ ସଂଘର୍ଷ ହୋଇଥିଲା। ଘଟଣାରେ ପୁଲିସ୍ ହସ୍ତକ୍ଷେପ କରିବାରୁ ପୁଲିସ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ ଛାତ୍ରଗୋଷ୍ଠୀ।

ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଅଣଛାତ୍ରଙ୍କୁ ଅଟକ ରଖିଛି। କ୍ୟାମ୍ପସରେ ଏକ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।
ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos