ବାଣୀବିହାର ବିଶ୍ୱବିଦ୍ୟାଳୟ ଖୋଲୁ ଖୋଲୁ ଗଣ୍ଡଗୋଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବାଣୀବିହାର ବିଶ୍ୱବିଦ୍ୟାଳୟ ଖୋଲୁ ଖୋଲୁ ଦେଖାଦେଲାଣି ଛାତ୍ର ଅଶାନ୍ତି। କୋଭିଡ କଟକଣା ପରେ ଗତ ୧୧ ତାରିଖରେ  ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ  ନିମ୍ନମାନର ଖାଦ୍ୟ ଓ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଛାତ୍ର ଗୋଷ୍ଠି। କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଗୋପବନ୍ଧୁ ଛାତ୍ରାବାସର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଏହା ଉଗ୍ର ରୂପ ଧାରଣ କରିଛି । ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା […]

bani-1

bani-1

Niharika Rout
  • Published: Tuesday, 19 January 2021
  • Updated: 19 January 2021, 09:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବାଣୀବିହାର ବିଶ୍ୱବିଦ୍ୟାଳୟ ଖୋଲୁ ଖୋଲୁ ଦେଖାଦେଲାଣି ଛାତ୍ର ଅଶାନ୍ତି। କୋଭିଡ କଟକଣା ପରେ ଗତ ୧୧ ତାରିଖରେ  ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ  ନିମ୍ନମାନର ଖାଦ୍ୟ ଓ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଛାତ୍ର ଗୋଷ୍ଠି।

କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଗୋପବନ୍ଧୁ ଛାତ୍ରାବାସର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଏହା ଉଗ୍ର ରୂପ ଧାରଣ କରିଛି । ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ । ଏହା  ପ୍ରତିବାଦରେ ଗୋଟିଏ ଗୋଷ୍ଠି ଗୋପବନ୍ଧୁ ହଷ୍ଟେଲ୍ ସାମ୍ନାରେ ଧାରଣାରେ ବି ବସିଥିଲେ ।

ଏନେଇ ଜଣେ ଛାତ୍ର ନେତା କହିଛନ୍ତି, ଅଣଛାତ୍ରମାନେ କଲେଜରେ ଅବାଧରେ ପ୍ରବେଶ କରୁଛନ୍ତି। ରାତିରେ ହାତରେ ବାଡ଼ି ଧରି ବୁଲୁଛନ୍ତି। ଗାଳିଗୁଲକ କରୁଛନ୍ତି। ପ୍ରତିବାଦରେ ଛାତ୍ର ସଂଘ ରାସ୍ତାରେ ବସିଛି। ଦାବି ପୂରଣ ନ ହେଲେ, ପୁଲିସ୍‌ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନ କଲେ ଅନଶନରେ ବସିବୁ ।

ଘଟଣା ପରେ ପିଜି କାଉନସିଲ୍‌   ଚେୟାରମ୍ୟାନ୍ ହଷ୍ଟେଲ୍ ସାମ୍ନାକୁ ଆସି ଧାରଣାରତ ଅନ୍ତେବାସୀଙ୍କୁ ବୁଝାସୁଝା କରିଥିଲେ । ପିଜି କାଉନସିଲର ଚେୟାରମ୍ୟାନ ବସନ୍ତ ମଲ୍ଲିକ କହିଛନ୍ତି, ପିଲାଙ୍କ ଅଭିଯୋଗ ଶୁଣିବୁ। କିପରି ଶାନ୍ତି ଫେରିବ ଆଲୋଚନା କରବୁ। ଅଣଛାତ୍ର କିପରି ନ ରହିବେ ସେ ନେଇ ଆଲୋଚନା କରିବୁ।

ଛାତ୍ର ଅଶାନ୍ତି ପରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କୋଭିଡ୍ କଟକଣା ପରେ ବନ୍ଦ ଥିବା ବିଶ୍ୱବିଦ୍ୟାଳୟ ଗତ ୧୧ ତାରିଖରେ ଖୋଲିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story