ବିମାନ ବାତିଲ ହେବାରୁ ତାତିଲେ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏୟାର ଏସିଆର ଏକ ବିମାନ ସେବା ବାତିଲକୁ ନେଇ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଥିଲା।  କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ପାଇଁ ସେବାର ବିକଳ୍ପ ନ କରି ଟିକେଟ୍ ବାବଦ ଅର୍ଥ ଫେରାଇ ନେବାକୁ କୁହାଯିବାରୁ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ । ଏଥିଯୋଗୁ ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ଲାଗି ରହିଥିଲା। ଗତକାଲି ଭୁବନେଶ୍ୱରରୁ ବେଙ୍ଗାଲୁର ଅଭିମୁଖେ ଏୟାର ଏସିଆର ଏକ ବିମାନ ଯିବାର ଥିଲା । […]

tension

tension

Niharika Rout
  • Published: Tuesday, 17 December 2019
  • Updated: 17 December 2019, 08:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏୟାର ଏସିଆର ଏକ ବିମାନ ସେବା ବାତିଲକୁ ନେଇ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଥିଲା।  କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ପାଇଁ ସେବାର ବିକଳ୍ପ ନ କରି ଟିକେଟ୍ ବାବଦ ଅର୍ଥ ଫେରାଇ ନେବାକୁ କୁହାଯିବାରୁ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ । ଏଥିଯୋଗୁ ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ଲାଗି ରହିଥିଲା।

ଗତକାଲି ଭୁବନେଶ୍ୱରରୁ ବେଙ୍ଗାଲୁର ଅଭିମୁଖେ ଏୟାର ଏସିଆର ଏକ ବିମାନ ଯିବାର ଥିଲା । ତେବେ ଶେଷ ମୁହୂର୍ତ୍ତରେ ବିମାନଟିକୁ ବାତିଲ କରାଯାଇଥିଲା । ହେଲେ ଯାତ୍ରୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା କରା ନ ଯିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ କେନ୍ଦ୍ର କରି ଏୟାର ଏସିଆ କମ୍ପାନୀ ଅଧିକାରୀ ଓ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story