ବଲାଙ୍ଗୀରରେ ବନ୍ଧୁକଧାରୀଙ୍କ ଆତଙ୍କ, ୩ ବନ୍ଧକ ଉଦ୍ଧାର

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ। ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡ଼ାରେ ଜଣେ ବନ୍ଧୁକଧାରୀ ଗୋଟିଏ ଘରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଥିବା ବେଳେ ଅପରେସନ୍‌ ଆରମ୍ଭ କରି ସେମାନଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିବାରେ ସଫଳ ହୋଇଛି ପୁଲିସ୍‌। ଘର ଭିତରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ମୋଟ ତିନି ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ବନ୍ଧୁକଧାରୀ […]

Accused

Accused

Jitendra Garnayak
  • Published: Tuesday, 15 June 2021
  • Updated: 15 June 2021, 02:08 PM IST

Sports

Latest News

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ। ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡ଼ାରେ ଜଣେ ବନ୍ଧୁକଧାରୀ ଗୋଟିଏ ଘରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଥିବା ବେଳେ ଅପରେସନ୍‌ ଆରମ୍ଭ କରି ସେମାନଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିବାରେ ସଫଳ ହୋଇଛି ପୁଲିସ୍‌।

ଘର ଭିତରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ମୋଟ ତିନି ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ବନ୍ଧୁକଧାରୀ ଯୁବକ ବିକ୍ରମ ପଣ୍ଡାକୁ ଧରିବାରେ ସଫଳ ହୋଇନି ପୁଲିସ୍‌। ସେ ଏବେ ବି ଉକ୍ତ ଘର ଭିତରେ ଅଛି ଓ ତା’ ପାଖକୁ କେହି ଗଲେ ନିଜକୁ ନିଜେ ଗୁଳି କରି ଦେବ ବୋଲି ଧମକ ଦେଉଥିବା ଜଣାପଡ଼ିଛି।

ବନ୍ଧୁକଧାରୀ ଯୁବକ ଆଜି ସକାଳେ ଶାନ୍ତିପଡ଼ାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲା। ସେତେବେଳେ ଘରେ ୩ ଜଣ ସଦସ୍ୟ ଥିଲେ। ସେମାନେ ଗୋଟିଏ ରୁମ୍‌ରେ ନିଜକୁ ବନ୍ଦ କରି ଦେଇଥିବା ବେଳେ ବନ୍ଧୁକଧାରୀ ଘର ଭିତରେ ଅନ୍ୟ ଏକ ରୁମ୍‌ରେ ବସିରହିଥିଲା। ପୁଲିସ୍‌ ଫୋନ୍‌ ଯୋଗେ ଉକ୍ତ ଯୁବକକୁ ସହିତ ଆଲୋଚନା କରିଥିଲା। କିନ୍ତୁ ତାକୁ ବୁଝାଇବାରେ ପୁଲିସ୍ ‍ବିଫଳ ହୋଇଥିଲା। ଏହା ପରେ ତା’ ମା’ଙ୍କୁ ଘର ଭିତରକୁ ପଠାଯାଇଥିଲା। କିନ୍ତୁ ବିଶେଷ କିଛି ଫରକ ପଡ଼ି ନଥିଲା। ଯୁବକ ଜଣକ କାହା କଥା ଶୁଣି ନଥିଲେ।

ଏହା ପରେ ପୁଲିସ୍ ପକ୍ଷରୁ ଆରମ୍ଭ କରାଯାଇଥିଲା ଅପରେସନ୍‌। ନିଜେ ଏସ୍‌ଡିପିଓ ସିଡି ସାହାଯ୍ୟରେ ଝରକା ଦେଇ ଘର ଭିତରେ ପଶିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ବି ଘରେ ଭିତରେ ପଶିଥିଲେ ଓ ଘରେ ଥିବା ତିନି ସଦସ୍ୟଙ୍କୁ ଉଦ୍ଧାର କରିଥିଲେ।

ଏସ୍‌ଡିପିଓ ଘର ଭିତରେ ଥିବା ବେଳେ ଅନ୍ୟ ପୁଲିସ୍ କର୍ମଚାରୀ ଘରଟିକୁ ଚାରିପାଖରୁ ଘେରି ରହିଛନ୍ତି ଏବଂ ବନ୍ଧୁକଧାରୀ ଯୁବକଙ୍କୁ ଧରିବାକୁ ଅପରେସନ୍‌ ଜାରି ରହିଛି।

ଅନ୍ୟପକ୍ଷରେ ଉଦ୍ଧାର ହେବା ପରେ ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି ଘରର ମୁଖ୍ୟ ଦିବ୍ୟଲୋଚନ ହୋତା। ସେ କହିଛନ୍ତି, ସକାଳେ ପୂଜା କରୁଥିବା ବେଳେ ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା। ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବି ନେଲି। କିନ୍ତୁ ହଠାତ ସେ ପିସ୍ତଲ ବାହାର କରି ତୁମ ଭାଣିଜୀ କୁଆଡ଼େ ଗଲା ବୋଲି କହିଲା। ତୁମ ଭାଣିଜୀକୁ ଡାକ ନହେଲେ ମାରିଦେବି ବୋଲି କହିଲା। ତା’ ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଲା। ଆମେ ସମସ୍ତେ ଗୋଟିଏ ରୁମ୍‌ରେ ପଶି ଭିତରୁ କବାଟ ଦେଇଦେଲୁ। ମୁଁ ଚିହ୍ନିନି ସେ କିଏ। ମୋତେ ସେ ଆତଙ୍କବାଦୀ ଭଳି ଲାଗିଲା। ଜୀବନରେ ମୁଁ କେବେ ବନ୍ଧୁକ ଦେଖିନଥିଲି। ତା’ ପାଖରେ ବନ୍ଧୁକ ଦେଖି ବହୁତ ଡରିଯାଇଥିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story