୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ, ନୂଆ ଆବେଦନ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣସ ଲାଇସେନ୍ସ ସେବାକୁ ପୁଣିଥରେ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ଆଜି ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଆସନ୍ତା ୧୮ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍କିଲ୍ ଟେଷ୍ଟ ଆରମ୍ଭ ହେବ ବୋଲି କହିଛନ୍ତି। ଏହି ଟେଷ୍ଟ ନିମନ୍ତେ ଅନଲାଇନ୍ ସ୍ଲଟ୍ ବୁକିଂ ସେବା ୧୪ତାରିଖ ଦିନ ୧୧ଟା […]

traffic

traffic

Manoranjan Sial
  • Published: Thursday, 10 September 2020
  • Updated: 10 September 2020, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣସ ଲାଇସେନ୍ସ ସେବାକୁ ପୁଣିଥରେ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ଆଜି ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଆସନ୍ତା ୧୮ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍କିଲ୍ ଟେଷ୍ଟ ଆରମ୍ଭ ହେବ ବୋଲି କହିଛନ୍ତି। ଏହି ଟେଷ୍ଟ ନିମନ୍ତେ ଅନଲାଇନ୍ ସ୍ଲଟ୍ ବୁକିଂ ସେବା ୧୪ତାରିଖ ଦିନ ୧୧ଟା ପରଠୁ କରାଯାଇପାରିବ। ମାତ୍ର ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ସେବା ବନ୍ଦ ରହିବ ବୋଲି ସ୍ପଷ୍ଟ କରିଛନ୍ତି।

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଆଜି ଜାରି ନୋଟିସ୍ ଅନୁସାରେ, ଯେଉଁମାନଙ୍କ ଲର୍ଣ୍ଣି ଲାଇସେନ୍ସ ଅବଧି ମାର୍ଚ୍ଚ ୧୮ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ସମାପ୍ତ ହେଉଛି ତାହା ୨୦୨୦ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ମାର୍ଚ୍ଚ ୧୮ତାରିଖ ପରଠୁ ଡିଏଲ ଟେଷ୍ଟ ଓ ଏଲଏଲ୍ ଟେଷ୍ଟ ପାଇଁ ସ୍ଲଟ ବୁକିଂକୁ ରଦ୍ଦ କରାଯାଇଛି। ତେବେ ଏଥିପାଇଁ ଯେଉଁମାନେ ଫି’ ଦେଇଥିଲେ ତାହା ବୈଧ ରହିଛି। ଡିଏଲ୍ ସ୍କିଲ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ପ୍ରକ୍ରିୟା ୧୪ତାରିଖ ପୂର୍ବାହ୍ନ ୧୧ଟା ପରଠୁ କରାଯାଇପାରିବ। ଏହାପରେ ପ୍ରତ୍ୟେକଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟେଷ୍ଟ୍ ସ୍ଲଟ୍ ବୁକିଂ କରିହେବ। ଯେଉଁମାନେ ପୂର୍ବରୁ ଡିଏଲ୍ ପାଇଁ ଆବେଦନ କରିଥିଲେ ସେମାନେ ହିଁ କେବଳ ଡିଏଲ୍ ସ୍କିଲ ଟେଷ୍ଟ କରିପାରିବେ। ଡିଏଲ ନବୀକରଣ ସହ ପୁନଃ ଟେଷ୍ଟ୍ ପାଇଁ ମଧ୍ୟ ଅନୁମତି ମିଳିବ। ୧୮ତାରିଖରୁ ଡିଏଲ୍ ସ୍କିଲ୍ ଟେଷ୍ଟ ଆରମ୍ଭ ହେବ। ଆବେଦନକାରୀମାନେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହ ଟେଷ୍ଟିଂ ସେଣ୍ଟର ଓ ଆରଟିଓ ଅଫିସରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବେ।

କଣ୍ଟେନମେଣ୍ଟ ଜୋନରୁ ଆସିଥିବା ଆବେଦନକାରୀଙ୍କୁ ଟେଷ୍ଟ ପାଇଁ ଅନୁମତି ଦିଆଯିବ ନାହିଁ। ଯଦି ଏଭଳି କୌଣସି ଆବେଦନକାରୀ ଅଫିସ୍ କିମ୍ବା ଡିଏଲ୍ ଟେଷ୍ଟ ସେଣ୍ଟରକୁ ଆସିବେ ସଙ୍ଗେସଙ୍ଗେ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯିବ। ଟେଷ୍ଟ୍ ଦେବା ପାଇଁ ସାଙ୍ଗରେ ସାଙ୍ଗସାଥୀ କିମ୍ବା ସମ୍ପର୍କୀୟଙ୍କୁ ନଆଣିବାକୁ ଆବେଦନକାରୀମାନଙ୍କୁ କୁହାଯାଇଛି। ଯେଉଁମାନଙ୍କ କୋଭିଡ-୧୯ ସଂକ୍ରମଣର ଲକ୍ଷଣ ଥିବ ସେମାନେ ଟେଷ୍ଟ ଦେଇପାରିବେ ନାହିଁ। ଲର୍ଣ୍ଣିଂ ଟେଷ୍ଟ ପାଇଁ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ସେହିପରି ନୂଆ ଡିଏଲ୍ ଓ ଏଲଏଲ୍ ନିମନ୍ତେ ଆବେଦନ ଗ୍ରହଣ କରିବା ତାରିଖ ପରେ ସୂଚିତ କରାଯିବ। ଯଦି କୋଭିଡ୍ କାରଣରୁ ଅଫିସ୍ ସଟଡାଉନ୍ ହୁଏ ତା’ହେଲେ ଟେଷ୍ଟ ରଦ୍ଦ କରାଯିବ ଓ ଏନେଇ ସ୍ୱଳ୍ପ ଅବଧିର ନୋଟିସ୍ ବି ଦିଆଯିବ। ଆବେଦନକାରୀମାନେ ଏଲ୍ ଓ ଡିଏ ସମ୍ପର୍କରେ କୌଣସି ବିଷୟରେ ଜାଣିବା ନିମନ୍ତେ ଆରଟିଓ ଅଫିସ୍ ନଯିବା ନିମନ୍ତେ ରାଜ୍ୟ ପରିବହନ କମିଶନର ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story