ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ତଥାଗତ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ। ଲୋକସଭାରେ ଓ ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗରେ ଓଡ଼ିଶା କଥା ଉଠିଲା ବେଳେ ଧର୍ମେନ୍ଦ୍ର ଯେମିତି ବିରୋଧ କରୁଥିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା ବୋଲି ସତପଥୀ କହିଛନ୍ତି। ରିଭର ବୋର୍ଡ଼ ଗଠନ ହେଲେ ମହାନଦୀ ବିବାଦ ସମାଧାନ ହୋଇପାରିବ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦେଇଥିବା ପରାମର୍ଶ ସପକ୍ଷରେ ମତ ଦେଇଛନ୍ତି ସତପଥୀ।

tathagata

Rakesh Mallick
  • Published: Friday, 19 August 2016
  • , Updated: 20 August 2016, 07:59 AM IST

Related story