ଗାଁରେ ଲାଗିଛି ବ୍ୟାନର, ବାହାର ଲୋକ ପଶିବା ମନା

ରାଉରକେଲା (ପବନ ତିୱାରୀ): “ବାହାର ଲୋକେ ଗାଁରେ ପଶି ପାରିବେ ନାହିଁ।” ଗାଁର ପ୍ରବେଶ ପଥକୁ ସିଲ୍‌ କରାଯାଇ ଲାଗିଛି ଏମିତି ବ୍ୟାନର। ‘କରୋନା’ ମୁକାବିଲା ପାଇଁ ଗାଁର ଗରିବ ଖଟିଆ ଆଦିବାସୀମାନେ ଏମିତି ଫଣ୍ଡା ଆପଣାଇଛନ୍ତି। ନିଜ ପେଟର ଜ୍ୱାଳାକୁ ଭୁଲି ‘କରୋନା’ ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି ରାଉରକେଲା ଲୁଆକେରା ଗାଁ ଲୋକେ। ଷ୍ଟିଲ୍‌ ସିଟି ରାଉରକେଲା। ଏହି ଟାଉନ୍‌ଠାରୁ ୨ରୁ ୩ କିମି ଦୂରରେ ରହିଛି ଲୁଆକେରା ଗାଁ। […]

rkl

rkl

Manoranjan Sial
  • Published: Tuesday, 31 March 2020
  • Updated: 31 March 2020, 04:09 PM IST

Sports

Latest News

ରାଉରକେଲା (ପବନ ତିୱାରୀ): “ବାହାର ଲୋକେ ଗାଁରେ ପଶି ପାରିବେ ନାହିଁ।” ଗାଁର ପ୍ରବେଶ ପଥକୁ ସିଲ୍‌ କରାଯାଇ ଲାଗିଛି ଏମିତି ବ୍ୟାନର। ‘କରୋନା’ ମୁକାବିଲା ପାଇଁ ଗାଁର ଗରିବ ଖଟିଆ ଆଦିବାସୀମାନେ ଏମିତି ଫଣ୍ଡା ଆପଣାଇଛନ୍ତି। ନିଜ ପେଟର ଜ୍ୱାଳାକୁ ଭୁଲି ‘କରୋନା’ ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି ରାଉରକେଲା ଲୁଆକେରା ଗାଁ ଲୋକେ।

ଷ୍ଟିଲ୍‌ ସିଟି ରାଉରକେଲା। ଏହି ଟାଉନ୍‌ଠାରୁ ୨ରୁ ୩ କିମି ଦୂରରେ ରହିଛି ଲୁଆକେରା ଗାଁ। ଲୋକ ସଂଖ୍ୟା ୧୦୦୦ ପାଖାପାଖି ହେବ। ସମସ୍ତେ ପ୍ରାୟ ଆଦିବାସୀ ଶ୍ରେଣୀର। କାମଦାମ କଲେ ଚଳନ୍ତି। ଆଜି ଏହି ଗାଁର ପ୍ରବେଶ ପଥକୁ ସିଲ୍‌ କରାଯାଇଛି। ଗାଁ ଲୋକେ ପ୍ରବେଶ ପଥକୁ ସିଲ୍‌ କରି ‘ଗାଁରେ ପ୍ରବେଶ ନକରିବାକୁ’ ବ୍ୟାନର ମାରିଛନ୍ତି। ଯଦି ଗାଁର ଲୋକେ ବାହାରକୁ ଜରୁରୀ କାମରେ ଯାଉଛନ୍ତି, ତାହାହେଲେ ଫେରିବା ସମୟରେ ହାତ ଧୋଇ ଗାଁକୁ ଆସୁଛନ୍ତି। ଗାଁରେ ସମସ୍ତେ ସମଦୂରତା ଅବଲମ୍ୱନ କରୁଛନ୍ତି। ଏପରିକି ମାସ୍କ ପିନ୍ଧୁଛନ୍ତି। ଏମାନେ ଶ୍ରମିକ ଶ୍ରେଣୀର ହୋଇଥିଲେ ମଧ୍ୟ ‘କରୋନା’ର ଭୟାବହତାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ତଥାପି ପେଟର ଦୁଃଖ ବଖାଣିଛନ୍ତି।

ଗାଁର ଜଣେ ବ୍ୟକ୍ତି କହିଛନ୍ତି-“ଲକ୍‌ଡାଉନ୍‌ ପରଠାରୁ ଆମକୁ କାମଦାମ ମିଳୁନି। ଘରେ ରହି ବସି ଖାଉଛୁ। କଥାରେ ଅଛି ବସି ଖାଇଲ ନଈବାଲି ସରେ। ଯଦି କାମ ନକରିବୁ ଘରେ ବସି ଖାଇବୁ, ତାହାରେ ଯାହା ଖାଦ୍ୟଶଷ୍ୟ ଅଛି ସରିଯିବ। ତା’ପରେ ଆମେ କଣ କାଇବୁ? କଣ ଗଛର ପତ୍ର ଖାଇ ବଞ୍ଚିବୁ। ଆମ ପାଇଁ କିଛି ଖାଇବାର ବ୍ୟବସ୍ଥା କଲେ ଭଲ ହୁଅନ୍ତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story