ନବୀନଙ୍କ ଯୋଗ୍ୟତା କାର୍ଡ ବାଣ୍ଟିବାକୁ ନେଇ ଆପତ୍ତି ଉଠାଇଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପକ୍କାଘର ହିତାଧିକାରୀଙ୍କୁ ମିଳବ ଯୋଗ୍ୟତା କାର୍ଡ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ୫୦ ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇଥିବା ତାଲିକାରେ ୨୧ ମନ୍ତ୍ରୀଙ୍କୁ ହିତାଧିକାରୀଙ୍କୁ ଯୋଗ୍ୟତା କାର୍ଡ ବାଣ୍ଟିବା ଦାୟିତ୍ୱ ଦିଆଯାଇଛି। ବାକି ଅଞ୍ଚଳରେ ଯେଉଁଠି ବିଜେଡି ବିଧାୟକ ଜିତିଛନ୍ତି, ସେଠି ସେମାନେ କାର୍ଡ ବାଣ୍ଟିବେ। ରାଜ୍ୟ ସରକାରଙ୍କ ଏପରି କର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଛି ବିଜେପି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ସରକାର ଚୂଡ଼ାନ୍ତ କରି […]

The-BJP-has-objected-to-the-distribution-of-Naveen's-qualification-cards

Manoranjan Sial
  • Published: Thursday, 05 March 2020
  • Updated: 05 March 2020, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପକ୍କାଘର ହିତାଧିକାରୀଙ୍କୁ ମିଳବ ଯୋଗ୍ୟତା କାର୍ଡ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ୫୦ ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇଥିବା ତାଲିକାରେ ୨୧ ମନ୍ତ୍ରୀଙ୍କୁ ହିତାଧିକାରୀଙ୍କୁ ଯୋଗ୍ୟତା କାର୍ଡ ବାଣ୍ଟିବା ଦାୟିତ୍ୱ ଦିଆଯାଇଛି। ବାକି ଅଞ୍ଚଳରେ ଯେଉଁଠି ବିଜେଡି ବିଧାୟକ ଜିତିଛନ୍ତି, ସେଠି ସେମାନେ କାର୍ଡ ବାଣ୍ଟିବେ।

ରାଜ୍ୟ ସରକାରଙ୍କ ଏପରି କର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଛି ବିଜେପି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ସରକାର ଚୂଡ଼ାନ୍ତ କରି ନଥିବା ବେଳେ କେଉଁ ଆଧାରରେ ଯୋଗ୍ୟତା କାର୍ଡ ବଣ୍ଟାଯିବ ବୋଲି ପ୍ରଶ୍ନ କରିଛି ବିଜେପି। ଦଳ ଅଭିଯୋଗ କରିଛି, ପୂର୍ବରୁ ଘର ପାଇଁ ଟଙ୍କା ମିଳିଥିବା ପ୍ରାୟ ୫ରୁ ୬ ଲକ୍ଷ ହିତାଧିକାରୀଙ୍କୁ ଏବେ ପୁଣି ଘର କରିବାକୁ ଯୋଗ୍ୟତା ତାଲିକାରେ ସାମିଲ କରାଯାଇଛି। ଏ ନେଇ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ମଧ୍ୟ ଫେରାଦ ହୋଇ ତଦନ୍ତ ଦାବି କରିଛନ୍ତି ଦଳର ସାଂସଦ ଓ ବିଧାୟକଙ୍କ ଟିମ୍‌।

ତେବେ ବିଜେପି ଆଣିଥିବା ଅଭିଯୋଗ କେତେ ସତ ପରଖିବାକୁ ଆମେ ଯମରାର ସୌଦାମିନି ମଲ୍ଲିକ ଓ ସୁକାନ୍ତି ସାହୁଙ୍କ ଘରକୁ ଯାଇଥିଲୁ। ସରକାରୀ ରେକର୍ଡ କହୁଛି, ସୁକାନ୍ତିଙ୍କୁ ୨୦୧୧-୧୨ରେ ଇନ୍ଦିରା ଆବାସରେ ୪୫ ହଜାର ଟଙ୍କାର କାର୍ଯ୍ୟାଦେଶ ମିଳିଛି। କିନ୍ତୁ ସୁକାନ୍ତିଙ୍କ ପରିବାର ଲୋକଙ୍କ କହିବା କଥା, ତାଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ଟିଏ ବି ମିଳିନି। ସେମିତି ସୌଦାମିନିଙ୍କୁ ୨୦୦୮-୦୯ରେ ମଧ୍ୟ ଇନ୍ଦିରା ଆବାସ ପାଇଁ କାର୍ଯ୍ୟାଦେଶ ମିଳିଥିବା ବେଳେ ସୌଦାମିନି କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଦୁହେଁ ଏଥର ପକ୍କାଘର ଯୋଗ୍ୟତା କାର୍ଡ ପାଇବାକୁ ତାଲିକାଭୁକ୍ତ ହୋଇଛନ୍ତି।

ପକ୍କାଘର ଦେବାକୁ ସରକାର ପ୍ରଥମେ ୨୭ ଲକ୍ଷ ୪୯ ହଜାର ହିତାଧିକାରୀଙ୍କୁ ବାଛିଥିଲେ। ତେବେ ଏଥିରେ ୧୩ ଲକ୍ଷ ୬୫ ହଜାର ଅଯୋଗ୍ୟ ଥିବା ଜଣା ପଡ଼ିବା ପରେ ପୁଣି  ଥରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଚୂଡ଼ାନ୍ତ ତଦନ୍ତ ସରିନଥିବା ବେଳେ ଯୋଗ୍ୟତା କାର୍ଡ ବଣ୍ଟନର ବୈଧତାକୁ ନେଇ ଉଠିଛି ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story