ଗରିବଙ୍କ ସହ ଆମ୍ବେଦକର ଜୟନ୍ତୀ ପାଳିବ ବିଜେପି, ଖୁଆଇବ ଓ ମାସ୍କ ବାଣ୍ଟିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଭାରତ ରତ୍ନ ବିଆର ଆମ୍ବେଦକର ୧୨୯ତମ ଜନ୍ମ ଜୟନ୍ତୀକୁ ଆସନ୍ତାକାଲି ଭିନ୍ନ ଢଙ୍ଗରେ ପାଳିବା ପାଇଁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି। ଦଳର ପ୍ରତ୍ୟେକ କର୍ମକର୍ତ୍ତା ସାମାଜିକ ଦୂରତ୍ୱ ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଅତିକମରେ ୨ଜଣ ଗରିବ ଲୋକଙ୍କ ଖାଇବା ବ୍ୟବସ୍ଥା ସହ ସେମାନଙ୍କୁ ନିଜଘରେ ପ୍ରସ୍ତୁତ ମାସ୍କ ବଣ୍ଟନ କରି ତାକୁ ସୋଶାଲ ମିଡିଆରେ ଶେୟାର କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଜେପି ରାଜ୍ୟ […]

bjp

bjp

Manoranjan Sial
  • Published: Monday, 13 April 2020
  • Updated: 15 April 2020, 07:52 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଭାରତ ରତ୍ନ ବିଆର ଆମ୍ବେଦକର ୧୨୯ତମ ଜନ୍ମ ଜୟନ୍ତୀକୁ ଆସନ୍ତାକାଲି ଭିନ୍ନ ଢଙ୍ଗରେ ପାଳିବା ପାଇଁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି। ଦଳର ପ୍ରତ୍ୟେକ କର୍ମକର୍ତ୍ତା ସାମାଜିକ ଦୂରତ୍ୱ ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଅତିକମରେ ୨ଜଣ ଗରିବ ଲୋକଙ୍କ ଖାଇବା ବ୍ୟବସ୍ଥା ସହ ସେମାନଙ୍କୁ ନିଜଘରେ ପ୍ରସ୍ତୁତ ମାସ୍କ ବଣ୍ଟନ କରି ତାକୁ ସୋଶାଲ ମିଡିଆରେ ଶେୟାର କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଦଳୀୟ କର୍ମକର୍ତ୍ତାଙ୍କୁ ଏନେଇ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଏବେ କରୋନା ପୂରା ବିଶ୍ୱରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି। ବର୍ତ୍ତମାନ ପରିସ୍ଥିତିରେ ଭକ୍ତ ବି ଭଗବାନଙ୍କ ପାଖକୁ ଯାଇ ପାରୁନାହିଁ। ଦେଶବାସୀ ଘରେ ରହି କରୋନା ବିରୁଦ୍ଧରେ ସଂଗ୍ରାମ କରୁଛନ୍ତିା କରୋନା ଯୋଗୁ ଲକଡାଉନ୍ ହୋଇଥିବାର ଦଳୀୟ କର୍ମକର୍ତ୍ତାମାନେ ଆସନ୍ତାକାଲି ନିଜ ଘରେ ରହି ବାବାସାହେବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଆମ୍ବେଦକରଙ୍କ ଜୀବନୀ ପୁସ୍ତକକୁ ପାଠ କରିବେ। ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାମାନେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ଅତି କମରେ ଗରିବ ବସ୍ତିର ୨ଜଣ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ଓ ଘର ତିଆରି ଫେସକଭର ବା ମାସ୍କ ବଣ୍ଟନ କରି ତାକୁ ସୋଶାଲ ମିଡିଆରେ ଶେୟାର କରିବେ।

ପ୍ରତି ଗରିବ ବସ୍ତିର ବାସିନ୍ଦା ମାନଙ୍କୁ ‘ମୋ ବସ୍ତି- କରୋନାମୁକ୍ତ ବସ୍ତି’ ର ଶପଥ କରାଇବା ସହ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଅନୁସାରେ ସମାଜିକ ଦୂରତା, ପ୍ରଶାସନିକ ନିୟମ ଏବଂ ମୁହଁରେ ମାସ୍କ ଲଗାଇ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ଏହାସହିତ ଦଳର କର୍ମୀମାନଙ୍କୁ ସେ ଓଡ଼ିଆ ନବବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story