ବନ୍ଦ ରହିବ ବ୍ରାଞ୍ଚ ପୋଷ୍ଟ ଅଫିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରହିବ। ‘କରୋନା’ ପାଇଁ ଘୋଷଣା ହୋଇଥିବା ଲକ୍‌ ଡାଉନ୍‌, ଟ୍ରେନ ଓ ବିମାନ କଟକଣା ଯୋଗୁଁ ଡାକସେବା ପ୍ରଭାବିତ ହୋଇଛି। ସେଥିପାଇଁ ବ୍ରାଞ୍ଚ ଓ ବି, ସି ବର୍ଗର ପୋଷ୍ଟ ଅଫିସ ବନ୍ଦ ରହିବ। ତେବେ ମୁଖ୍ୟ ଅଫିସ ଓ ଅନ୍ୟ ବଡ଼ ବ୍ରାଞ୍ଚ ୫୦ ପ୍ରତିଶତରୁ କମ୍ କର୍ମଚାରୀରେ ଚାଲିବ। ସମସ୍ତ RMC ବନ୍ଦ ରହିବା ସହିତ […]

indian-post

indian-post

Manoranjan Sial
  • Published: Monday, 23 March 2020
  • Updated: 23 March 2020, 04:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରହିବ। ‘କରୋନା’ ପାଇଁ ଘୋଷଣା ହୋଇଥିବା ଲକ୍‌ ଡାଉନ୍‌, ଟ୍ରେନ ଓ ବିମାନ କଟକଣା ଯୋଗୁଁ ଡାକସେବା ପ୍ରଭାବିତ ହୋଇଛି। ସେଥିପାଇଁ ବ୍ରାଞ୍ଚ ଓ ବି, ସି ବର୍ଗର ପୋଷ୍ଟ ଅଫିସ ବନ୍ଦ ରହିବ। ତେବେ ମୁଖ୍ୟ ଅଫିସ ଓ ଅନ୍ୟ ବଡ଼ ବ୍ରାଞ୍ଚ ୫୦ ପ୍ରତିଶତରୁ କମ୍ କର୍ମଚାରୀରେ ଚାଲିବ। ସମସ୍ତ RMC ବନ୍ଦ ରହିବା ସହିତ ଜରୁରୀ କର୍ଯ୍ୟ ପାଇଁ କେବଳ ୨ ଜଣ କର୍ମଚାରୀ ରହିବେ। ଏନେଇ ଡାକ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବିଦେଶ ପୋଷ୍ଟ ଅଫିସ, NDC, NPO ମଧ୍ୟ ବନ୍ଦ ରହିବ। ଏଥିସହ ପୋଷ୍ଟ ଅଫିସରେ ଥିବା ପାସ୍ପୋର୍ଟ ସେବା କେନ୍ଦ୍ର ବନ୍ଦ ରହିବ ବୋଲି ଡାକ ବିଭାଗ ପକ୍ଷରୁ ସୂଚନା ରହିଛି।

ସୂଚନାରୁ ପ୍ରକାଶ, ‘କରୋନା’ରେ ଭାରତରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏବେ ସେମାନଙ୍କୁ ଆସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଏହା ସତ୍ତ୍ୱେ ଅନେକ ବିଦେଶାଗତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାରମାନେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଛଡ଼ା ରେଳ ସେବା ପୂରାପୂରି ଠପ୍‌ ହୋଇଯାଇଛି। ଯାହାର ପ୍ରଭାବ ପୋଷ୍ଟାଲ୍‌ ଡିପାର୍ଟମେଣ୍ଟ ଉପରେ ପଡ଼ିଛି। ରେଳ ଓ ବିମାନ ନିୟମିତ ଚାଲୁନଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରଖିବାକୁ ଘୋଷଣା କରିଛି ପୋଷ୍ଟାଲ୍‌ ଡିପାର୍ଟମେଣ୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story