ଆସନ୍ତାକାଲିଠୁ ଖୋଲିବ ଗାଡ଼ି ଶୋ’ରୁମ୍‌, ହେବ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିଥିଲେ ମଧ୍ୟ ଆସନ୍ତାକାଲିଠୁ ଅଟୋମୋବାଇଲ୍ ଶୋ’ ରୁମ୍ ଖୋଲିବା ନିମନ୍ତେ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ଲକଡାଉନ୍ ନିୟମକୁ ଆଂଶିକ କୋହଳ କରିଥିବାବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆଜି ସମସ୍ତ ଆଂଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ଆସନ୍ତାକାଲିଠୁ ସମସ୍ତ ପ୍ରକାରର ଅଟୋ ମୋବାଇଲ୍ ବିକ୍ରି ନିମନ୍ତେ ଅନୁମତି ଦେଇଛନ୍ତି। ଆସନ୍ତାକାଲିଠୁ ରାଜ୍ୟର ସମସ୍ତ […]

v-66-1

v-66-1

Ordigital Desk
  • Published: Wednesday, 16 June 2021
  • Updated: 16 June 2021, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିଥିଲେ ମଧ୍ୟ ଆସନ୍ତାକାଲିଠୁ ଅଟୋମୋବାଇଲ୍ ଶୋ’ ରୁମ୍ ଖୋଲିବା ନିମନ୍ତେ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ଲକଡାଉନ୍ ନିୟମକୁ ଆଂଶିକ କୋହଳ କରିଥିବାବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆଜି ସମସ୍ତ ଆଂଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ଆସନ୍ତାକାଲିଠୁ ସମସ୍ତ ପ୍ରକାରର ଅଟୋ ମୋବାଇଲ୍ ବିକ୍ରି ନିମନ୍ତେ ଅନୁମତି ଦେଇଛନ୍ତି।

ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ଗାଡ଼ି ଶୋ’ରୁମ ଖୋଲିବା ସହ ‘ବାହାନ’ ପୋର୍ଟାଲ ମାଧ୍ୟମରେ ଡିଲରମାନେ ନୂଆ ଗାଡ଼ି ପଞ୍ଜିକରଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଜୁନ୍ ୧ତାରିଖରୁ ସୁନ୍ଦରଗଡ଼, ନୂଆପଡ଼ା, ଗଜପତି ଓ ରାଉରକେଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ଗାଡ଼ି ଶୋ’ରୁମ୍ ଖୋଲିବା ଓ ଗାଡ଼ି ନମ୍ବର ପଞ୍ଜିକରଣ ପାଇଁ ଅନୁମତି ଦିଆଯାଇଥିଲା।
କରୋନା ସଂକ୍ରମଣ ଆଶଙ୍କାରେ ମେ’ ୫ତାରିଖରୁ ରାଜ୍ୟବ୍ୟାପୀ ଲକଡାଉନ୍ ଯୋଗୁ ସମସ୍ତ ପ୍ରକାରର ଅଟୋ ମୋବାଇଲ୍ ଶୋ’ରୁମ୍ ମଧ୍ୟ ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story