ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଚେଇଁ ଉଠିଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଟ୍ୱିନ୍ ସିଟି କମିଶନରଙ୍କୁ ଭେଟିଲା ସିବିଆଇ ଟିମ୍ । ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଭେଟିଛନ୍ତି  ସିବିଆଇର ୨ ଜଣିଆ ଟିମ୍। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ କମିଶନରଙ୍କୁ ଭେଟିଥିବା ଜଣାପଡ଼ିଛି । ବିବନର ଗିରଫଦାରୀ ପ୍ରସଙ୍ଗରେ କମିଶନରଙ୍କ ସହ ସିବିଆଇ ଟିମ୍ ଆଲୋଚନା କରିଥିବା ଜଣାପଡ଼ିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଗିରଫ କରିବା ପରେ ସିବିଆଇ କୋର୍ଟରେ ହାଜର […]

tbn

tbn

Tapas Behera
  • Published: Tuesday, 23 February 2021
  • Updated: 23 February 2021, 04:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଟ୍ୱିନ୍ ସିଟି କମିଶନରଙ୍କୁ ଭେଟିଲା ସିବିଆଇ ଟିମ୍ । ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଭେଟିଛନ୍ତି  ସିବିଆଇର ୨ ଜଣିଆ ଟିମ୍। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ କମିଶନରଙ୍କୁ ଭେଟିଥିବା ଜଣାପଡ଼ିଛି । ବିବନର ଗିରଫଦାରୀ ପ୍ରସଙ୍ଗରେ କମିଶନରଙ୍କ ସହ ସିବିଆଇ ଟିମ୍ ଆଲୋଚନା କରିଥିବା ଜଣାପଡ଼ିଛି ।

ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଗିରଫ କରିବା ପରେ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ ଜେଲ ପଠାଯାଇଛି । ପୁଣି ଥରେ ବିବନକୁ ନେଇ ମାମଲାର ତଦନ୍ତ ବଢ଼ାଇବା ସହ ପୁରୁଣା ଫାଇଲ୍ ପୁଣି ଥରେ ଖୋଲିବାକୁ ସିବିଆଇ ଯୋଜନା କରିଥିବା ଜଣାପଡ଼ିଛି ।   ସୂଚନା ଅନୁଯାୟୀ, ୯ ଜାନୁଆରୀ ୧୯୯୯ ରାତିରେକଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଜଘନ୍ୟକାଣ୍ଡ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଥିବା ବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ । ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ।

ଘଟଣାର ୧୭ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ୍ କିନ୍ତୁ ହୋଇଯାଇଥିଲା ଫେରାର। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନେଇଥିଲା ତଦନ୍ତ ଭାର । ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ୨୯ ଏପ୍ରିଲ, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ। ତେବେ ପ୍ରଦୀପ ସାହୁର ମୃତ୍ୟୁ ଘଟିଥିବା ବେଳେ ଧିରେନ୍ଦ୍ର ଏବେ ଜେଲରେ।  ତେବେ ସେହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର ।ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା ଓ କଂଗ୍ରେସ ସରକାର ବି କ୍ଷମତାରୁ ହଟିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story