ନିୟମ ମାନିଲାନି, ‘ହାପି  କ୍ଲାସେସ’ରେ ତାଲା ପକାଇଲା ବିଏମସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି  କ୍ଲସେସ ସିଲ୍ ହୋଇଛି। ବିଏମସି ଚଢାଉ କରି ଏହି କୋଚିଂ ସେଣ୍ଟର ସିଲ୍  କରିଛି। କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇ ନଥିଲା।  ସାନିଟାଇଜେସନ ବ୍ୟବସ୍ଥା ନଥିଲା। ତା’ ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ତେଣୁ ଏହାକୁ ସିଲ୍‌ କରିଛି […]

vnm

vnm

Tapas Behera
  • Published: Monday, 05 April 2021
  • Updated: 05 April 2021, 04:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି  କ୍ଲସେସ ସିଲ୍ ହୋଇଛି। ବିଏମସି ଚଢାଉ କରି ଏହି କୋଚିଂ ସେଣ୍ଟର ସିଲ୍  କରିଛି। କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇ ନଥିଲା।  ସାନିଟାଇଜେସନ ବ୍ୟବସ୍ଥା ନଥିଲା। ତା' ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ତେଣୁ ଏହାକୁ ସିଲ୍‌ କରିଛି ବିଏମ୍‌ସି।

ଏହି ଚଢ଼ାଉ ପରେ ଆଜି ଦିନ ତମାମ ବିଏମସି ପକ୍ଷରୁ  ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ ଜାରି ରହିବ। ବିଏମସିର ୩ଟି ଯାକ ଜୋନରେ ଚଢ଼ାଉ ହେବ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂକ୍ରମଣ ବୃଦ୍ଧିକୁ ଚେକ୍‌ ଦେବାକୁ ବିଏମସି ଏଭଳି ପଦକ୍ଷେପ ନେଉଥିବା କହିଛି।

ସେହିପରି ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟ୍‌କୁ  କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନୋଟିସ ଜାରି କରିଛି ବିଏମସି। ଇନ୍‌ଷ୍ଟିଚ୍ୟୁଟ୍‌ର ଗୋଟିଏ ବେଞ୍ଚରେ ୫ରୁ ୭ ଜଣ ପିଲା ବସୁଥିବା ଅଭିଯୋଗ ହୋଇଛି। ଆଜିର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା  ଜିଲ୍ଲାରୁ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story