ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଉଭୟ ବିଜେଡି ଓ ବିଜେପିକୁ ୭ଟି ପ୍ରଶ୍ନ ପଚାରିଛନ୍ତି।  ଦେଶର ପରିସଂଖ୍ୟାନ ନେଇ ବିଭିନ୍ନ ଏଜେନ୍ସି ରିପୋର୍ଟ ପ୍ରକାଶ କରୁଛନ୍ତି।  କାହା ମଧ୍ୟରୁ କେଉଁ ଏଜେନ୍ସିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ? ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ୭୦ଟି ପୁରସ୍କାର ପାଇଥିବା ବେଳେ କେନ୍ଦ୍ର ତାଙ୍କୁ କେଉଁ […]

panchanana-kanungoo2

panchanana-kanungoo2

Tapas Behera
  • Published: Monday, 07 June 2021
  • Updated: 07 June 2021, 03:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଉଭୟ ବିଜେଡି ଓ ବିଜେପିକୁ ୭ଟି ପ୍ରଶ୍ନ ପଚାରିଛନ୍ତି।  ଦେଶର ପରିସଂଖ୍ୟାନ ନେଇ ବିଭିନ୍ନ ଏଜେନ୍ସି ରିପୋର୍ଟ ପ୍ରକାଶ କରୁଛନ୍ତି।  କାହା ମଧ୍ୟରୁ କେଉଁ ଏଜେନ୍ସିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ?

ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ୭୦ଟି ପୁରସ୍କାର ପାଇଥିବା ବେଳେ କେନ୍ଦ୍ର ତାଙ୍କୁ କେଉଁ ଆଧାରରେ ପୁରସ୍କାର ଦେଇଛି  ? ଜିଏସଟି ଆଦାୟ, ବେକାରୀ ସମସ୍ୟା, ନିଯୁକ୍ତି, ବ୍ୟାଙ୍କ ଉପରରୁ ଲୋକଙ୍କ ଭରସା କମିବା, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇ ପ୍ରଶ୍ନବାଣରେ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ତେବେ କଂଗ୍ରେସର ଅଭିଯୋଗ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story