୫୭ ତୀର୍ଥଯାତ୍ରୀଙ୍କ ‘କରୋନା’ ରିପୋର୍ଟ ନେଗେଟିଭ୍‌: ସୁନ୍ଦରଗଡ଼ ଛାଡ଼ିଲା, ସମ୍ୱଲପୁର ଅଟକାଇଲା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବୃନ୍ଦାବନରୁ ଫେରିଥିବା ୫୭ ଜଣ ତୀର୍ଥଯାତ୍ରୀ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଆଜି ବସରେ ଘରକୁ ଫେରୁଥିଲେ। ହେଲେ ସେମାନଙ୍କୁ ରାସ୍ତାରେ ଯିବା ପାଇଁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ବରିଷ୍ଠ ନାଗରିକମାନେ ଛଳଛଳ ଆଖିରେ ଅଧା ରାସ୍ତାରୁ ପୁଣି ଥରେ କ୍ୱାରେଣ୍ଟାଇନ୍‌ ହୋମ୍‌କୁ ଫେରିଛନ୍ତି। ଲକ୍‌ଡାଉନ୍‌ ଉଠିବା ପରେ ସେମାନେ ଘରକୁ ଫେରିବେ ବୋଲି ଜଣାପଡ଼ିଛି। ପୂରା ଘଟଣା ଏମିତି। ପଶ୍ଚିମ ଓଡ଼ିଶାର ୫୭ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ […]

tourist

tourist

Manoranjan Sial
  • Published: Tuesday, 14 April 2020
  • Updated: 14 April 2020, 07:26 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବୃନ୍ଦାବନରୁ ଫେରିଥିବା ୫୭ ଜଣ ତୀର୍ଥଯାତ୍ରୀ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଆଜି ବସରେ ଘରକୁ ଫେରୁଥିଲେ। ହେଲେ ସେମାନଙ୍କୁ ରାସ୍ତାରେ ଯିବା ପାଇଁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ବରିଷ୍ଠ ନାଗରିକମାନେ ଛଳଛଳ ଆଖିରେ ଅଧା ରାସ୍ତାରୁ ପୁଣି ଥରେ କ୍ୱାରେଣ୍ଟାଇନ୍‌ ହୋମ୍‌କୁ ଫେରିଛନ୍ତି। ଲକ୍‌ଡାଉନ୍‌ ଉଠିବା ପରେ ସେମାନେ ଘରକୁ ଫେରିବେ ବୋଲି ଜଣାପଡ଼ିଛି।

ପୂରା ଘଟଣା ଏମିତି। ପଶ୍ଚିମ ଓଡ଼ିଶାର ୫୭ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଉତ୍ତର ପ୍ରଦେଶର ବୃନ୍ଦାବନ ଯାଇଥିଲେ। ଏହି ସମୟରେ କେନ୍ଦ୍ର ସରକାର ‘କରୋନା’ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯେଉଁଥିପାଇଁ ତୀର୍ଥଯାତ୍ରୀମାନେ ଉତ୍ତର ପ୍ରଦେଶରେ ଫସି ଯାଇଥିଲେ। ପରେ ଉତ୍ତର ପ୍ରଦେଶ ସରକାର ଏକ ବସରେ ସେମାନଙ୍କୁ ଓଡ଼ିଶା ପଠାଇ ଥିଲେ। ସେମାନେ ମାର୍ଚ୍ଚ ୨୭ ତାରିଖରେ ରାଉରକେଲାରେ ପହଞ୍ଚିଥିଲେ। ଲକ୍‌ଡାଉନ୍‌ ନିୟମ ଅନୁଯାୟୀ ସେମାନଙ୍କୁ ରାଉରକେଲା ଛେଣ୍ଡ କଲୋନୀ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିଲା।

କ୍ୱାରେଣ୍ଟଇନର ୧୪ ଦିନ ପୂରିବା ପରେ ସମସ୍ତଙ୍କ ରକ୍ତ ଓ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ଜଣାଇଥିଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ମାତ୍ର ସେମାନଙ୍କଠାରୁ କୌଣସି ଉତ୍ତର ମିଳିନଥିଲା। ଯାହାକୁ ନେଇ ପ୍ରଶାସନ ଅଡୁଆରେ ପଡ଼ିଯାଇଥିଲା।

ଆଜି ପୁଣି ଥରେ ଇ- ମେଲ୍‌ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରିଥିଲେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ପରେ ବିଧି ବ୍ୟବସ୍ଥା ଅନୁସାରେ ଗୋଟିଏ ବସ୍‌ ଓ ଦୁଇଟି ବୋଲେରୋରେ ସମସ୍ତଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକ ସମ୍ୱଲପୁର ସୀମାରେ ପହଞ୍ଚିବା ପୂର୍ବରୁ ଅଟକାଯାଇଥିଲା। ଉକ୍ତ ଗାଡ଼ି ଗୁଡ଼ିକୁ ସମ୍ୱଲପୁର ଜିଲ୍ଲା ଦେଇ ଛଡ଼ା ଯିବନାହିଁ ବୋଲି ଉଚ୍ଚ ପଦସ୍ଥ ଅଧିକାରୀମାନ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାହାଫଳରେ ସେମାନେ ପୁଣି ଥରେ ରାଉରକେଲା ଫେରି ଆସିଛନ୍ତି। ଏବେ ସେମାନେ ଛେଣ୍ଡ କଲୋନୀ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରହିବେ। ଲକ୍‌ଡାଉନ୍‌ ସରିଲା ପରେ ସେମାନେ ଫେରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story