ବାରହା ପାଇଁ ବିଛା ଯାଇଥିଲା ଜାଲ, ଫାସରେ ପଡ଼ିଗଲେ ଡ୍ରାଇଭର

ଭବାନିପାଟଣା(ରାଜକୁମାର ସିଂଦେଓ ): ବାରହା ପାଇଁ ବିଛା ଯାଇଥିଲା ଜାଲ । ହେଲେ ବାରହା ବଦଳରେ ଫସିଗଲେ ଯୁବକ । ଆଉ ଅକାଳରେ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା  କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଅଞ୍ଚଳରେ ଘଟିଛି । ମୃତକ ମ ରାମପୁର ଅଞ୍ଚଳର ସଞ୍ଜୀବ ରଣା ବୋଲି ଜଣାଯାଇଛି। ସେ ଜଣେ ଡ୍ରାଇଭର ବୋଲି  ଜଣାଯାଇଛି। ସୂଚନା ଅନୁଯାୟୀ,  କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଜଙ୍ଗଲ ନିକଟରେ […]

death

death

Niharika Rout
  • Published: Saturday, 17 September 2022
  • Updated: 17 September 2022, 09:49 AM IST

Sports

Latest News

ଭବାନିପାଟଣା(ରାଜକୁମାର ସିଂଦେଓ ): ବାରହା ପାଇଁ ବିଛା ଯାଇଥିଲା ଜାଲ । ହେଲେ ବାରହା ବଦଳରେ ଫସିଗଲେ ଯୁବକ । ଆଉ ଅକାଳରେ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା  କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଅଞ୍ଚଳରେ ଘଟିଛି । ମୃତକ ମ ରାମପୁର ଅଞ୍ଚଳର ସଞ୍ଜୀବ ରଣା ବୋଲି ଜଣାଯାଇଛି। ସେ ଜଣେ ଡ୍ରାଇଭର ବୋଲି  ଜଣାଯାଇଛି।

ସୂଚନା ଅନୁଯାୟୀ,  କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଜଙ୍ଗଲ ନିକଟରେ ବାରହା ଫାଶ ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା।  ଅଲାବୁଲା ନିକଟରେ ପୋଖରୀ ଥିବାରୁ ଗତକାଲି ବିଳମ୍ୱିତ ରାତ୍ରୀରେ ଶୌଚ ପାଇଁ  ସଞ୍ଜୀବ ରଣା ସେଠାକୁ ଯାଇଥିଲେ। ମାତ୍ର ରାତି ଅନ୍ଧକାରରେ  ସଞ୍ଜୀବ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା  ।

ବହୁ ସମୟ ପର୍ଯ୍ୟନ୍ତ ସଞ୍ଜୀବ ନ ଫେରିବାରୁ ତାଙ୍କ ସହ ଥିବା ଅନ୍ୟ ଜଣେ ଡ୍ରାଇଭର ସୁରେନ୍ଦ୍ର ବାଗ ଖୋଜାଖୋଜି କରିବାକୁ ଯାଇଥିଲେ। ଏହାପରେ ସଞ୍ଜୀବ ତଳେ ପଡ଼ିଥିବା ଦେଖଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଫଳରେ ସେ ବି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକେ ଏ ସମ୍ପର୍କରେ  ନର୍ଲା ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଗୁରୁତର ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ନର୍ଲାgVkq ମେଡିକାଲରେ  ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ମେଡିକାଲ୍‌କୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story