ପିସିଆର୍‌ ଭ୍ୟାନ୍‌କୁ କଣ୍ଟ୍ରୋଲ କଲା ପିସିଆର୍‌ ଭ୍ୟାନ୍‌, ନିଶାରେ ଥିଲେ ଡ୍ରାଇଭର!

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ନିଶା ସେବନ କରି ଗାଡ଼ି ନଚଳାଇବା ପାଇଁ ପୁଲିସ ଲୋକଙ୍କୁ ପରାମର୍ଶ ଦେଉଛି। ଏପରିକି ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଠାରୁ ପୁଲିସ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି। ହେଲେ ଏପରି ବାର୍ତ୍ତା ବାଣ୍ଟୁଥିବା ସେହି ପୁଲିସ ଆଜି ମଦ ପିଇ ପିସିଆର୍ ଭ୍ୟାନ୍ ଚଳାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ। ସାଧାରଣ ଲୋକଙ୍କଠାରୁ ଖବର ପାଇ ଏସପିଙ୍କ ନିର୍ଦ୍ଦେଶରେ ପିସିଆର୍ ଡ୍ରାଇଭରକୁ କାବୁ କରାଯାଇଛି। […]

kalahandi

kalahandi

Manoranjan Sial
  • Published: Wednesday, 04 March 2020
  • Updated: 04 March 2020, 10:25 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ନିଶା ସେବନ କରି ଗାଡ଼ି ନଚଳାଇବା ପାଇଁ ପୁଲିସ ଲୋକଙ୍କୁ ପରାମର୍ଶ ଦେଉଛି। ଏପରିକି ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଠାରୁ ପୁଲିସ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି। ହେଲେ ଏପରି ବାର୍ତ୍ତା ବାଣ୍ଟୁଥିବା ସେହି ପୁଲିସ ଆଜି ମଦ ପିଇ ପିସିଆର୍ ଭ୍ୟାନ୍ ଚଳାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ। ସାଧାରଣ ଲୋକଙ୍କଠାରୁ ଖବର ପାଇ ଏସପିଙ୍କ ନିର୍ଦ୍ଦେଶରେ ପିସିଆର୍ ଡ୍ରାଇଭରକୁ କାବୁ କରାଯାଇଛି।

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ରୁ ୮ଟା ହେବ। ଧର୍ମଗଡ଼ ଟାଉନ୍ ଭିତରେ ବୁଲୁ ନାୟକ ମଦ୍ୟ ପାନ କରି ପିସିଆର୍ ଭ୍ୟାନ୍ ଚଳାଉଥିବା ଅଭିଯୋଗ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଧର୍ମଗଡ଼ ଥାନାକୁ ଫୋନ୍ କରିଥିଲେ। ମାତ୍ର କିଛି ଉତ୍ତର ନମିଳିବାରୁ ଲୋକମାନେ କଳାହାଣ୍ଡି ଏସପି ବି. ଗଙ୍ଗାଧରଙ୍କୁ ଫୋନ୍ କରି ପୂରା ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ଏସପି ଧର୍ମଗଡ଼ ଥାନାକୁ ଫୋନ୍ କରି ଉକ୍ତ ଡ୍ରାଇଭରକୁ କାବୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ଧର୍ମଗଡ଼ ଥାନାର ଅନ୍ୟ ଏକ ପିସିଆର୍ ଆସି ବୁଲୁକୁ କାବୁ କରି ନିଶା ସେବନ କରିଛି କି ନାହିଁ ଜାଣିବା ପାଇଁ ଭବାନୀପାଟଣାକୁ ନେଇ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story