ଚଳିତବର୍ଷ ମହାନଦୀରେ ଜଳପ୍ରବାହ କମିଛି,ଆହୁରି କମିବ: ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ମହାନଦୀ ପାଣିକୁ ଅଟକାଇବା ପାଇଁ ବହୁ ବ୍ୟାରେଜ ନିର୍ମାଣ ହୋଇଥିବାରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ହ୍ରାସ ପାଉଛି। ଚଳିତବର୍ଷ ଅଣମୌସୁମୀ କାଳରେ ଓଡ଼ିଶାରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଇଛି ଓ ଓ ଆଗାମୀ ବର୍ଷଗୁଡ଼ିକରେ ଏହା ଆହୁରି କମିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ […]

mahanadi

mahanadi

Ordigital Desk
  • Published: Thursday, 25 February 2021
  • Updated: 26 February 2021, 07:35 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ମହାନଦୀ ପାଣିକୁ ଅଟକାଇବା ପାଇଁ ବହୁ ବ୍ୟାରେଜ ନିର୍ମାଣ ହୋଇଥିବାରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ହ୍ରାସ ପାଉଛି। ଚଳିତବର୍ଷ ଅଣମୌସୁମୀ କାଳରେ ଓଡ଼ିଶାରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଇଛି ଓ ଓ ଆଗାମୀ ବର୍ଷଗୁଡ଼ିକରେ ଏହା ଆହୁରି କମିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ,ଛତିଶଗଡ଼ ସରକାର ମହାନଦୀ ପାଣିକୁ ଅଟକାଇବା ପାଇଁ ବହୁ ବ୍ୟାରେଜ ନିର୍ମାଣ କରିଛନ୍ତି। ଏହାର ପ୍ରଭାବରେ ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ହ୍ରାସ ପାଉଛି। ଛତିଶଗଡ଼ରେ ମହାନଦୀ ଶଯ୍ୟାରେ ଜଳ ଭରପୂର ରହିଛି। କିନ୍ତୁ ଚଳିତବର୍ଷ ଓଡ଼ିଶାରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଇଛି। ଏଥିପାଇଁ ରାଜ୍ୟ ସରକାର ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ନିକଟରେ ଏହାର ସମାଧାନ ନିମନ୍ତେ ଏକ ବୈଧାନିକ ଅଭିଯୋଗ ଦାଖଲ କରିଥିଲେ। ଏହାର ଆଧାରରେ କେନ୍ଦ୍ର ସରକାର ୨୦୧୮ ମସିହାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ୨୦୧୮ ମସିହାରେ ଟ୍ରିବ୍ୟୁନାଲଙ୍କ ପାଖରେ  ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରରେ ଆବଶ୍ୟକ ଜଳପ୍ରବାହ ସୁନିଶ୍ଚିତ କରିବାକୁ ଏକ ଆଇଏ ଦାଖଲ କରିଛନ୍ତି। ଏ ସମସ୍ତଙ୍କ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ରହିଛି।

ସେହିପରି ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ବିଭାଗଦ୍ୱାରା କରାଯାଇଥିବା ସର୍ବଶେଷ ଆକଳନ ଅନୁଯାୟୀ ନଦୀରେ ପ୍ରବାହିତ ହୋଇଥିବା ୭୫ ଶତାଂଶ ଜଳପ୍ରବାହ ଏବେ ଜଳସେଚନ, ପର୍ଯ୍ୟାବରଣ ଓ ଅନ୍ୟମାନଙ୍କ ପାଇଁ ବ୍ୟବହାର ହେଉଛି। ମହାନଦୀ ଜଳର ୭୫ ପ୍ରତିଶତ ଜଳପ୍ରବାହ(୪୮୩୩୨ ମିଲିୟନ କ୍ୟୁବିକ୍ ମିଟର) ହେଉଥିବାବେଳେ ସେଥିରୁ ୧୧୦୭୯ ଏମକ୍ୟୁଏମ୍ ଜଳସେଚନ ଚାହିଦା ପାଇଁ, ପାନୀୟ ଜଳ ଚାହିଦା ୨୧୬ ଏମକ୍ୟୁଏମ, ୯୭୬ ଏମକ୍ୟୁଏମ ଶିଳ୍ପ ଚାହିଦା, ୧୦୪୭୭ ଏମକ୍ୟୁଏମ ଜଳ ପରିବେଶ ଚାହିଦା ପାଇଁ ଉପଯୋଗ ହେଉଛି। ବାକି ୨୫୯୮୩ ମିଲିୟନ କୁୂ୍ୟବିକ ମିଟର ଜଳ ବଳକା ରହୁଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଜି ବିଧାନସଭାରେ କହିଛନ୍ତି।

ପରେ ଗୃହ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ୧୫ଟି ଜଳସେଚନ ପ୍ରକଳ୍ପର ଫିଜିବିଲିଟି ଓ ଡିପିଆର ରିପୋର୍ଟ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ପଠାଇଥିଲେ। ତେବେ ଟ୍ରିବ୍ୟୁନାଲରେ ମାମଲା ବିଚାରାଧୀନ ରହିଥିବାରୁ ଏଥିରୁ ୭ଟି ପ୍ରକଳ୍ପ ରିପୋର୍ଟକୁ ଜଳ ଆୟୋଗ ଫେରସ୍ତ କରିଦେଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଏନେଇ ଏକ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିପାଇଁ ପ୍ରକଳ୍ପ ଉପରେ ରହିତାଦେଶ ଜାରି ରହିଛି। ସେହିପରି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ମହାନଦୀ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବାରେ କିଛି ସମସ୍ୟା ନାହିଁ। ଯେହେତୁ ଉପରମୁଣ୍ଡରେ ବହୁ ବ୍ୟାରେଜ ରହିଛି ତେଣୁ ତଳମୁଣ୍ଡ ଆପେଆପେ ଶୁଖିଲା ରହୁଛି ବୋଲି ଶ୍ରୀ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story