ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଆଜି ଏହି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଏନେଇ ଦୁଇ ଦିନ ତଳେ ବାଚସ୍ପତିଙ୍କ ସହ  ମୋର ଆଲୋଚନା ହୋଇଥିଲା। ବାଚସ୍ପତି ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି କହିଥିଲେ।

104_8530

Tapaswini Nayak
  • Published: Friday, 07 August 2020
  • , Updated: 07 August 2020, 12:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଆଜି ଏହି ସୂଚନା ଦେଇଛନ୍ତି
ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା।

ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଏନେଇ ଦୁଇ ଦିନ ତଳେ ବାଚସ୍ପତିଙ୍କ ସହ  ମୋର ଆଲୋଚନା ହୋଇଥିଲା। ବାଚସ୍ପତି ଖୁବ୍‌ଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି କହିଥିଲେ।

Related story