ଓଡ଼ିଶା ଆକସ୍ମିକ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବା ରାଜ୍ୟ ସରକାର ଏବେ ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣ ବୃଦ୍ଧି କରିଛନ୍ତି । ଏହାସହିତ ଆକସ୍ମିକ ପାଣ୍ଠିରୁ ଅର୍ଥ ଆଣି କରୋନା ମୁକାବିଲା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣକୁ ୧୪୦୦କୋଟିରୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି ନିମନ୍ତେ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡ ଆକ୍ଟ-୧୯୬୭କୁ ଅଧ୍ୟାଦେଶ ମାଧ୍ୟମରେ ସଂଶୋଧନ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ […]

conti

conti

Manoranjan Sial
  • Published: Thursday, 09 April 2020
  • Updated: 09 April 2020, 07:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବା ରାଜ୍ୟ ସରକାର ଏବେ ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣ ବୃଦ୍ଧି କରିଛନ୍ତି । ଏହାସହିତ ଆକସ୍ମିକ ପାଣ୍ଠିରୁ ଅର୍ଥ ଆଣି କରୋନା ମୁକାବିଲା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣକୁ ୧୪୦୦କୋଟିରୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି ନିମନ୍ତେ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡ ଆକ୍ଟ-୧୯୬୭କୁ ଅଧ୍ୟାଦେଶ ମାଧ୍ୟମରେ ସଂଶୋଧନ କରିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶା ଆକସ୍ମିକ ପାଣ୍ଠି(ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡ ବା ଓସିଏଫ)ର ପରିମାଣକୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାସହିତ ୧ଲକ୍ଷ ଆଣ୍ଟି-ବଡ଼ି ଟେଷ୍ଟ୍ କିଟ୍ କ୍ରୟ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ପୂର୍ବରୁ ମନ୍ତ୍ରିସ୍ତରୀୟ କମିଟି ଏଥିପାଇଁ ଅନୁମତି ଦେଇଥିଲେ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ମେଡିକାଲ ସରଞ୍ଜାମ, ଟେଷ୍ଟିଂ କିଟ୍ ଓ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ (ପିପିଇ) ଉପଲବ୍ଧ ରହିଛି। ଯେତିକି ମେଡିସିନ୍ ମହଜୁଦ ଅଛି ତାହା ୪ରୁ ୮ମାସ ପର୍ଯ୍ୟନ୍ତ ଯିବ। ତା’ଛଡ଼ା ଅଧିକ ପରିମାଣର ପିପିଇ ବାହାରୁ ଆଣିବା ନିମନ୍ତେ ପଦକ୍ଷେପ ନିଆଯାଉଛି। କରୋନା ମୁକାବିଲା ପାଇଁ ସରକାରୀସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟ କ୍ୟାବିନେଟକୁ ମଧ୍ୟ ସେ ଅବଗତ କରିଥିବା ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି। ଏହାସହିତ ଲକଡାଉନ୍ ଓ ସଟଡାଉନକୁ ରାଜ୍ୟବାସୀ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ପ୍ରସ୍ତାବ ଆଣିଥିଲେ। ଯାହାକୁ କ୍ୟାବିନେଟରେ ଗ୍ରହଣ କରାଯାଇଥିଲା। ଏହାବ୍ୟତୀତ ଲକଡାଉନ୍ ବୃଦ୍ଧି ଓ ଶିକ୍ଷାନୁଷ୍ଠାନ ଜୁନ୍ ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ସାମାଜିକ ଦୂରତ୍ୱ ବଜାୟ ରଖି ଖାଦ୍ୟ ନିରାପତ୍ତା ଆଇନ ଓ ଏନଆରଜିଏସ୍ କାର୍ଯ୍ୟକ୍ରମ ଜାରି ରଖିବାକୁ କ୍ୟାବିନେଟ୍ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବର ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ମାଧ୍ୟମରେ ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣକୁ ୪୦୦କୋଟି ଟଙ୍କାରୁ ୧୪୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୨୦୦୮ ମସିହାରେ ଏହି ପାଣ୍ଠି ପରିମାଣକୁ ୧୫୦କୋଟି ଟଙ୍କାରୁ ୪୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିପାଇଁ ଓଡ଼ିଶା ଆକସ୍ମିକ ପାଣ୍ଠି ଆକ୍ଟ-୧୯୬୭ରେ ରାଜ୍ୟ ସରକାର ସଂଶୋଧନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story