କମ୍‌ ସୁଧରେ ଲୋନ୍‌ ଦେବାକୁ କହି ଲୁଟୁଥିଲେ ଦମ୍ପତି, ବାନ୍ଧିଲା ପୁଲିସ୍‌

ଝାରସୁଗୁଡ଼ା(ଭାଗିରଥୀ ସାହୁ): ‘ମୁଦ୍ରା ଯୋଜନାରେ  ମାତ୍ର ୧% ସୁଧ ହାରରେ ଲୋନ୍‌ ପାଇପାରିବ । ମାତ୍ର ଏଥିନିମନ୍ତେ ଆବଶ୍ୟକ କାଗଜପତ୍ର କାମ ପାଇଁ କିଛି ଟଙ୍କା ଦେବାକୁ ପଡ଼ିବ। ଏହାପରେ ଖୁବ୍‌ ସହଜରେ ୪୦ ହଜାରରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ପାଇପାରିବ ।’ ଏପରି ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦମ୍ପତିଙ୍କୁ ବାନ୍ଧିଛି ପୁଲିସ୍‌। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୁଚିଣ୍ଡାର ଭୀମରାଜ ସୋନୀ […]

arrest

arrest

Niharika Rout
  • Published: Thursday, 04 August 2022
  • Updated: 04 August 2022, 03:13 PM IST

Sports

Latest News

ଝାରସୁଗୁଡ଼ା(ଭାଗିରଥୀ ସାହୁ): ‘ମୁଦ୍ରା ଯୋଜନାରେ  ମାତ୍ର ୧% ସୁଧ ହାରରେ ଲୋନ୍‌ ପାଇପାରିବ । ମାତ୍ର ଏଥିନିମନ୍ତେ ଆବଶ୍ୟକ କାଗଜପତ୍ର କାମ ପାଇଁ କିଛି ଟଙ୍କା ଦେବାକୁ ପଡ଼ିବ। ଏହାପରେ ଖୁବ୍‌ ସହଜରେ ୪୦ ହଜାରରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ପାଇପାରିବ ।’ ଏପରି ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦମ୍ପତିଙ୍କୁ ବାନ୍ଧିଛି ପୁଲିସ୍‌। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୁଚିଣ୍ଡାର ଭୀମରାଜ ସୋନୀ ଓ ସୁଜାତା ପଟେଲ।

ଝାରସୁଗୁଡା ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଦମ୍ପତି ଦୀର୍ଘ ଦିନ ହେଲା ବିଭିନ୍ନ ଗାଁରେ ବୁଲୁଥିଲେ। ମହିଳାଜଣକ ନିଜକୁ  ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍‌ଡ  ଅଫିସର ଭାବରେ ପରିଚୟ ଦେଉଥିଲେ । ବିଭିନ୍ନ ଗ୍ରାମର ଏସଏଚଜି ଗ୍ରୁପର ମହିଳାଙ୍କୁ ମୁଦ୍ରା ଯୋଜନାରେ ୧% ସୁଧ ହାରରେ ଲୋନ ଦିଆଯିବ ବୋଲି କହୁଥିଲେ । ଏହାସହ ୮୦ହଜାର ଲୋନ ନେବା ପାଇଁ ୩୧ଶହ ଟଙ୍କା ଏବଂ ୪୦ହଜାର ଲୋନ ନେବା ପାଇଁ ୧୫୫୦ ଟଙ୍କା ଉକ୍ତ ମହିଳାମାନଙ୍କଠାରୁ ଫୋନ ପେ, ଗୁଗୁଲ ପେ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ନେଇ ଯାଉଥିଲେ। ଏପରି ଶତାଧିକ ମହିଳାଙ୍କଠାରୁ ସେ ପ୍ରାୟ ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଟଙ୍କା ନେବା ପରେ ସୁଜାତା ମହିଳାମାନଙ୍କୁ ଯୋଗଯୋଗ କରି ନଥିଲେ କି ସେମାନଙ୍କ ଫୋନ୍‌ ମଧ୍ୟ ରିସିଭ କରି ନଥିଲେ। ଯାହାଫଳରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିପାରି କୋଲାଵିରା ଓ ଲଇକେରା ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ୍‌ ତଦନ୍ତ ଆରମ୍ଭ କରି ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ଏହି ଦମ୍ପତି ଆଉ କେଉଁ କେଉଁ ଅଞ୍ଚଳର ମହିଳାଙ୍କୁ ଠକି କେତେ ଟଙ୍କା ଲୁଟିଛନ୍ତି, ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସ୍‌ପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story