ଆଖି ବୁଜିଲେ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ସ୍ତମ୍ଭକାର ଗୌର ମୋହନ ଷଡ଼ଙ୍ଗୀର ଗତକାଲି ରାତିରେ ପରଲୋକ ହୋଇଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଟାଙ୍ଗୀ ମଦନମୋହନସାହିସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି । ଓଡ଼ିଶା ପ୍ରଶାସନିକ ଅଧିକାରୀ ଥିବା ଗୌର ମୋହନ ଷଡ଼ଙ୍ଗୀ  ୧୯୯୦ରୁ ୧୯୯୩ ମସିହା […]

pic

pic

Niharika Rout
  • Published: Friday, 22 July 2022
  • Updated: 22 July 2022, 06:18 PM IST

Sports

Latest News

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ସ୍ତମ୍ଭକାର ଗୌର ମୋହନ ଷଡ଼ଙ୍ଗୀର ଗତକାଲି ରାତିରେ ପରଲୋକ ହୋଇଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଟାଙ୍ଗୀ ମଦନମୋହନସାହିସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି । ଓଡ଼ିଶା ପ୍ରଶାସନିକ ଅଧିକାରୀ ଥିବା ଗୌର ମୋହନ ଷଡ଼ଙ୍ଗୀ  ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ  ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ ।

ଏନେଇ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା କହିଛନ୍ତି, ଆଜି ଆମେ ଆମ ମୁରବୀଙ୍କୁ ହରାଇଲୁ। ସେଥିପାଇଁ ଆମେ ସବୁ ଦୁଃଖିତ, ମର୍ମାହତ। ଏପରି ଲୋକ ଆଉ ଥରେ ଟାଙ୍ଗୀରେ ଜନ୍ମ ହେବ ବୋଲି ଆଶା ନାହିଁ ।

ଗୌର ମୋହନ ଷଡ଼ଙ୍ଗୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ବଡ଼ ପୁଅ ପ୍ରଫୁଲ୍ଲ କୁମାର ଷଡଙ୍ଗୀ କହିଛନ୍ତି, ବିଜୁ ବାବୁ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ  ବିରୋଧୀ ଦଳ ନେତା ଥିବା ବେଳେ ବାପା ତାଙ୍କ ପାଖରେ ଥିଲେ। ୧୯୯୦ରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ବାପାଙ୍କୁ ବ୍ୟକ୍ତିଗତ ସଚିବ ଭାବେ  ନିଯୁକ୍ତ କରିଥିଲେ।  ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ବାପା ବିଜୁ ପଟ୍ଟନାୟକଙ୍କ   ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ବହୁ ବରିଷ୍ଠ ବିଧାୟକ ବାପାଙ୍କ ସରକାରୀ କ୍ୱାଟର୍ସରେ ଏକତ୍ରିତ ହେଉଥିଲେ। ସେଠାରେ ମନ୍ତ୍ରୀମଣ୍ଡଳ ଭାଗବଣ୍ଟା ହେଉଥିଲା। ୧୯୯୪ ମସିହାରେ ଏକ ଦୁର୍ଘଟଣାରେ ବାପା ଗୁରୁତର ହୋଇଥିଲେ। ଏହାପରେ ସେ ଭଲ ହୋଇଥିଲେ ବି  ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ। ତେଣୁ ୧୯୯୪ ମସିହାରେ ସେ ଅବସର ନେଇଗଲେ ।

ବାପାଙ୍କ ମୃତ୍ୟୁକୁ ଆମେ ସହଜେ ଗ୍ରହଣ କରିପାରୁନୁ । ଶେଷ ପର୍ଯ୍ୟନ୍ତ ଲେଖାଲେଖି ଓ ପଢ଼ାପଢ଼ି ଜାରି ରଖିଥିଲେ ବୋଲି କହିଛନ୍ତି ତାଙ୍କ ବୋହୂ ସସ୍ମିତା ଷଡଙ୍ଗୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story