‘ରାଜସ୍ୱ ମନ୍ତ୍ରୀଙ୍କର ଆତ୍ମବିଶ୍ୱାସ ନାହିଁ’

କୋରାପୁଟ (ଓଡ଼ିଶା ରିପୋର୍ଟର): ‘ରାଜସ୍ୱ ମନ୍ତ୍ରୀ ନିଜେ ଆଦିବାସୀ। ଯଦି ତାଙ୍କର ଆଦିବାସୀ ପ୍ରୀତି ଅଛି, ତା’ହେଲେ ସେ ନିଜେ କୋଟିଆ ପ୍ରସଙ୍ଗର ସମାଧାନ ଦିଗରେ ପ୍ରୟାସ କରିପାରିଥା’ନ୍ତେ। କିନ୍ତୁ ମୋତେ ଲାଗୁଛି ତାଙ୍କର ସେତିକି କନ୍‌ଫିଡେନ୍ସ (ଆତ୍ମବିଶ୍ୱାସ) ନାହିଁ।’ କୋଟିଆ ପ୍ରସଙ୍ଗରେ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଏମିତ ଢଙ୍ଗରେ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ। ସେ କହିଛନ୍ତି, ଅତିକମ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ […]

Central Minister

Central Minister

Jitendra Garnayak
  • Published: Saturday, 06 November 2021
  • Updated: 06 November 2021, 05:32 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ‘ରାଜସ୍ୱ ମନ୍ତ୍ରୀ ନିଜେ ଆଦିବାସୀ। ଯଦି ତାଙ୍କର ଆଦିବାସୀ ପ୍ରୀତି ଅଛି, ତା’ହେଲେ ସେ ନିଜେ କୋଟିଆ ପ୍ରସଙ୍ଗର ସମାଧାନ ଦିଗରେ ପ୍ରୟାସ କରିପାରିଥା’ନ୍ତେ। କିନ୍ତୁ ମୋତେ ଲାଗୁଛି ତାଙ୍କର ସେତିକି କନ୍‌ଫିଡେନ୍ସ (ଆତ୍ମବିଶ୍ୱାସ) ନାହିଁ।’ କୋଟିଆ ପ୍ରସଙ୍ଗରେ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଏମିତ ଢଙ୍ଗରେ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ।

ସେ କହିଛନ୍ତି, ଅତିକମ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥା’ନ୍ତା। ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ। ଏହାଠୁ ଦୁ଼ର୍ଭାଗ୍ୟର ବିଷୟ ଆଉ କ’ଣ ହୋଇପାରେ।

ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି, କେବଳ କୋଟିଆ ନୁହେଁ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାକୁ ଲାଗି ରହିଥିବା ରାଜ୍ୟର ଗାଁଗୁଡ଼ିକରେ ବି ସମସ୍ୟା ରହିଛି। ରାଜ୍ୟ ସରକାର ଯଦି ଧ୍ୟାନ ଦିଅନ୍ତେ, ତା’ହେଲେ ଯେଉଁ ସବୁ ସମସ୍ୟା ଦେଖାଯାଉଛି, ତା’ର ସମାଧାନ ହୋଇପାରନ୍ତା।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଅକ୍ଟୋବର ୯ ତାରିଖରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହି ଅବସରରେ ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ଜଳ ପ୍ରକଳ୍ପକୁ ନେଇ ଥିବା ବିବାଦ ସଂପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହା ସହିତ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ସଂପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story