ସ୍କୁଲ୍‌ ସମୟ ବଢ଼ାଇବାକୁ ଚିଠି ଲେଖିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୨ ତାରିଖରୁ ସ୍କୁଲ୍ ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏହାକୁ ବଢ଼ାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ମର୍ମରେ ଚିଠି ଲେଖି ସ୍କୁଲ୍‌ ପାଠପଢ଼ା ସମୟକୁ ୧୦ଟା ପର୍ଯ୍ୟନ୍ତ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଏପ୍ରିଲ ମାସରେ ଅସମ୍ଭାଳ ତାତି ହେବାରୁ ପ୍ରଥମେ କିଛି ଦିନ ସ୍କୁଲ୍ ଗୁଡ଼ିକୁ ଛୁଟି […]

Students

Students

Jitendra Garnayak
  • Published: Tuesday, 17 May 2022
  • Updated: 17 May 2022, 09:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୨ ତାରିଖରୁ ସ୍କୁଲ୍ ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏହାକୁ ବଢ଼ାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ମର୍ମରେ ଚିଠି ଲେଖି ସ୍କୁଲ୍‌ ପାଠପଢ଼ା ସମୟକୁ ୧୦ଟା ପର୍ଯ୍ୟନ୍ତ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି।

ଏପ୍ରିଲ ମାସରେ ଅସମ୍ଭାଳ ତାତି ହେବାରୁ ପ୍ରଥମେ କିଛି ଦିନ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତା’ପରେ ମେ’ ୨ରୁ ସ୍କୁଲ୍ ଗୁଡ଼ିକୁ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏବେ ପାଣିପାଗରେ ପରିବର୍ତ୍ତନ ଘଟିଥିବାରୁ ଓ ତାପମାତ୍ରା  ଅପେକ୍ଷାକୃତ ହ୍ରାସ ପାଇଥିବାରୁ ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି। ଏହି ଅବଧି ବଢ଼ିଲା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଚାପମୁକ୍ତ ହେବେ ବୋଲି ସେ ମତ ରଖିଛନ୍ତି।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଏହି ପରାମର୍ଶକୁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କି ନିଷ୍ପତ୍ତି ନେଉଛି, ଏବେ ତାହା ଉପରେ ନଜର।

ଅନ୍ୟପକ୍ଷରେ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ, ସ୍କୁଲ୍ ଗୁଡ଼ିକ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୫ ତାରିଖ ରବିବାର ପଡୁଥିବା ବେଳେ ୬ ତାରିଖରୁ ଖରା ଛୁଟି ପାଇଁ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ। ଅବଶ୍ୟ ସରକାର ଏଥର ଖରାଛୁଟିକୁ ହ୍ରାସ କରି ଦେଇଛନ୍ତି। ପୂର୍ବରୁ ପ୍ରାୟ ଦେଢ଼ ମାସ ସ୍କୁଲ୍‌ ଗୁଡ଼ିକୁ ଖରାଛୁଟି ମିଳୁଥିବା ବେଳେ ଏବେ ଏହାକୁ ୧୧ ଦିନକୁ ଖସାଇ ଦେଇଛନ୍ତି ସରକାର। ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story