‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ ଶିକ୍ଷକ

ରାୟଗଡ଼ା(ମନୋଜ ପାତ୍ର): ‘କରୋନା’ ସମ୍ପର୍କରେ ସୋଶାଲ୍‌ ମିଡ଼ିଆରେ ଗୁଜବ ପ୍ରଚାର କରି ରାୟଗଡ଼ାରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଗିରଫ ଶିକ୍ଷକ ହେଉଛନ୍ତି ଭିନାପାଲି ଶ୍ରୀନିବାସ ରାଓ। ତାଙ୍କ ଘର ଶେଷଖଲ ଥାନା ଅନ୍ତର୍ଗତ ପାତାମହଲ ଅଞ୍ଚଳରେ। ଅଭିଯୋଗ ଅନୁସାରେ ଜେକେପୁର ଅଞ୍ଚଳରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ମିଥ୍ୟା ଗୁଜବ ସୋଶାଲ ମିଡ଼ିଆରେ ପ୍ରଚାର କରିଥିଲେ ଶ୍ରୀନିବାସ ରାଓ। ଏହି ଅଭିଯୋଗ ଆଧାରରେ ରାୟଗଡ଼ା ପୁଲିସ ସମ୍ପୃକ୍ତ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ […]

teacher-arrest

teacher-arrest

Manoranjan Sial
  • Published: Saturday, 21 March 2020
  • Updated: 21 March 2020, 10:17 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ‘କରୋନା’ ସମ୍ପର୍କରେ ସୋଶାଲ୍‌ ମିଡ଼ିଆରେ ଗୁଜବ ପ୍ରଚାର କରି ରାୟଗଡ଼ାରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଗିରଫ ଶିକ୍ଷକ ହେଉଛନ୍ତି ଭିନାପାଲି ଶ୍ରୀନିବାସ ରାଓ। ତାଙ୍କ ଘର ଶେଷଖଲ ଥାନା ଅନ୍ତର୍ଗତ ପାତାମହଲ ଅଞ୍ଚଳରେ।

ଅଭିଯୋଗ ଅନୁସାରେ ଜେକେପୁର ଅଞ୍ଚଳରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ମିଥ୍ୟା ଗୁଜବ ସୋଶାଲ ମିଡ଼ିଆରେ ପ୍ରଚାର କରିଥିଲେ ଶ୍ରୀନିବାସ ରାଓ। ଏହି ଅଭିଯୋଗ ଆଧାରରେ ରାୟଗଡ଼ା ପୁଲିସ ସମ୍ପୃକ୍ତ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହା ପୂର୍ବରୁ ଗତ ୧୩ ତାରିଖରେ ଏଭଳି ‘କରୋନା’ ସମ୍ପର୍କରେ ଗୁଜବ ପ୍ରଚାର କରି ଅମ୍ବାଦଳାର ସତ୍ୟନାରାୟଣ ସାମଲ ନାମକ ଜଣେ ଯୁବକ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story