୬୩ ସ୍ଥିତି ୨୧ରେ ରିପିଟ୍‌: ହଟ୍ ‌ସିଟି ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଫେବ୍ରୁଆରି ସରିନି । ହେଲେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ ଆଡ଼କୁ ମୁହାଁଇଲାଣି।  ଆଜି ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍  କରିଛି । ଗତକାଲି ରାଜଧାନୀରେ ତାପମାତ୍ରା ଥିଲା ୩୭. ୧ ଡିଗ୍ରୀ ସେଲସିୟସ।  ଲଗାତର ଦୁଇ ଦିନ ହେଲା ଭୁବନେଶ୍ୱର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ପ୍ରବଳ ଗରମ ଆରମ୍ଭ ହୋଇସାରିଛି।  ଖୁବ ଶୀଘ୍ର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଛୁଇଁବା ଆଶଙ୍କା ରହିଛି । ଆଗରୁ ମଧ୍ୟ […]

6bh-7

6bh-7

Tapas Behera
  • Published: Wednesday, 24 February 2021
  • Updated: 24 February 2021, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଫେବ୍ରୁଆରି ସରିନି । ହେଲେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ ଆଡ଼କୁ ମୁହାଁଇଲାଣି।  ଆଜି ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍  କରିଛି । ଗତକାଲି ରାଜଧାନୀରେ ତାପମାତ୍ରା ଥିଲା ୩୭. ୧ ଡିଗ୍ରୀ ସେଲସିୟସ।  ଲଗାତର ଦୁଇ ଦିନ ହେଲା ଭୁବନେଶ୍ୱର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ପ୍ରବଳ ଗରମ ଆରମ୍ଭ ହୋଇସାରିଛି।  ଖୁବ ଶୀଘ୍ର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଛୁଇଁବା ଆଶଙ୍କା ରହିଛି । ଆଗରୁ ମଧ୍ୟ ଫେବ୍ରୁଆରିରେ ରାଜଧାନୀର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ପାର୍ କରିଥିଲା । ୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ୱରର ପାରଦ ୪୨.୭ ଡିଗ୍ରୀ ସେଲସିଅସ୍ ରହିଥିବା ବେଳେ ୨୦୧୨ ରେ ୪୦ .୧, ୨୦୧୬ ରେ ୪୦ . ୯, ୨୦୧୯ ରେ ୩୯.୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଥିଲା  ।

ସେପଟେ ପାଣିପାଗ ବିଭାଗ ଆକଳନ କରିଛି,  ମାର୍ଚ୍ଚ ପହିଲାରୁ ତାତି ଆହୁରି ବଢ଼ିବ। ଏପରିକି ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଅତିକ୍ରମ କରିପାରେ । ତାତି ସହିତ ଗୁଳୁଗୁଳି ମଧ୍ୟ ବଢ଼ିବ।  ଏପରିକି ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆକଳନ କରିଛନ୍ତି ବିଶେଷଜ୍ଞ।  ଏବେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମ୍ ଥିବାରୁ ଓ ସାମୁଦ୍ରିକ ବାୟୁର ପ୍ରଭାବ ନ ଥିବାରୁ ସେତେଟା ଗରମ ହେଉନି।  ତେବେ ମାର୍ଚ୍ଚରୁ ଏପ୍ରିଲ ୧୫ ଯାଏଁ ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବଲାଙ୍ଗିର, କଳାହାଣ୍ଡି ପରି ଜିଲ୍ଲାରେ ଅଧିକ ତାତି ରହିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story